Latest Odisha News

BREAKING NEWS

ନ୍ୟୁୟର୍କ ଟାଇମ୍ସର ଚାକିରୀ ବିଜ୍ଞାପନ ନେଇ ଭାରତରେ ଝଡ: ମୋଦି, ହିନ୍ଦୁ ବିରୋଧୀ ଲେଖା ଲେଖିପାରିବା ଜରୁରୀ !

ନୂଆଦିଲ୍ଲୀ: ନ୍ୟୁୟର୍କ ଟାଇମ୍ସର ଏକ ଚାକିରୀ ବିଜ୍ଞାପନ ଭାରତରେ ଝଡ ସୃଷ୍ଟି କରିଛିି । ବିଜ୍ଞାପନରେ ଉଲ୍ଲେଖ ରହିଛି । ଏହି ଚାକିରୀ ପାଇଁ ଆବେଦନକାରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ହିନ୍ଦୁ ଧର୍ମ ବିରୋଧରେ ଲେଖିପାରିବା ଦକ୍ଷତା ଦରକାର ବୋଲି ଉଲ୍ଲେଖ ରହିଛି, ଯାହାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଏହି ବିଜ୍ଞାପନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

BjdElectrycity

କେନ୍ଦ୍ର ସରକାରଙ୍କ ପରାମର୍ଶଦାତା କାଂଚନ ଗୁପ୍ତା ଏହି ବିଜ୍ଞାପନକୁ ବିରୋଧ କରିଛନ୍ତି । ନ୍ୟୁୟର୍କ ଟାଇମ୍ସ ଏହି ବିଜ୍ଞାପନ ମାଧ୍ୟମରେ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ପୂର୍ବରୁ ଭାରତରେ କୋଭିଡ୧୯ ମୃତ୍ୟୁ ନେଇ ମନଗଢ଼ା କାହାଣୀ ପ୍ରକାଶ କରିଥିଲା ଏହି ଖବରକାଗଜ ସଂସ୍ଥା । ଏପରିକି ଆପଣ ନ୍ୟୁଜ ମାଧ୍ୟମରେ ଯେପରି ମୋଦି ଏବଂ ହିନ୍ଦୁ ଧର୍ମ ଉପରେ ପ୍ରଶ୍ନ ଉଠାଇ ଯାଇପାରିବ ବୋଲି ବିଜ୍ଞାପନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.