Latest Odisha News

BREAKING NEWS

‘ଦ ସିକ୍ରେଟ ଅଫ ପଦ୍ମକ୍ଷେତ୍ର’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ତରୁଣ ଲେଖକ ଭୁବନ ପାତ୍ରଙ୍କ ‘ଦ ସିକ୍ରେଟ ଅଫ ପଦ୍ମକ୍ଷେତ୍ର’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ସମାରୋହରେ ବିଶିଷ୍ଟ କବି ହରପ୍ରସାଦ ଦାସ , କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ଓ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଉପସ୍ଥିତ ଥିଲେ ।

ଏହି ପୁସ୍ତକରେ ବିଶୁ ମହାରଣାଙ୍କ ଜୀବନୀ ତଥା ତାଙ୍କ ପୁଅ ଧରମାର ୧୨ଶହ ବଢ଼େଇଙ୍କ ଜୀବନ ପାଇଁ ଆତ୍ମବଳୀ ସମ୍ୱନ୍ଧରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.