Latest Odisha News

BREAKING NEWS

Browsing Tag

new book

ଦେବଦତ୍ତ ପଟ୍ଟନାୟକଙ୍କ ‘ଟେଲ୍‌ସ ଫ୍ରମ୍‌ ଦି ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ’ ଉନ୍ମୋଚିତ

ଭୁବନେଶ୍ବର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ତଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଆନୁକୂଲ୍ୟରେ ବାଣୀବିହାରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ତଥା ପୁରାଣବିତ ଦେବଦତ୍ତ ପଟ୍ଟନାୟକଙ୍କ 'ଟେଲ୍‌ସ ଫ୍ରମ୍‌ ଦି…

ପ୍ରସନ୍ନ କୁମାର ମିଶ୍ରଙ୍କ ଉପନ୍ୟାସ ‘ବଢ଼ି ପାଣିର ଦାନ୍ତ’ ଓ ସ୍ନେହପ୍ରଭା ଦାସଙ୍କ ଇଂରାଜୀ ଅନୂଦିତ…

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଆନୁକୂଲ୍ୟରେ ପ୍ରସିଦ୍ଧ କବି, କଥାଶିଳ୍ପୀ ତଥା ନାଟ୍ୟକାର ସ୍ୱର୍ଗତଃ ପ୍ରସନ୍ନ କୁମାର ମିଶ୍ରଙ୍କ ଉପନ୍ୟାସ 'ବଢ଼ି ପାଣିର ଦାନ୍ତ' ଏବଂ ସ୍ନେହପ୍ରଭା ଦାସଙ୍କ ଇଂରାଜୀ ଅନୂଦିତ ପୁସ୍ତକ 'ଦ ଫେଙ୍ଗଡ ୱାଟର' ସ୍ଥାନୀୟ ସମ୍ବାଦ ଭବନ ପରିସରରେ…

ପୁସ୍ତକ ପରିଚୟ : ତମେ କେମିତିକା ଜହ୍ନ

ତମେ କେମିତିକା ଜହ୍ନ କବୀ : ଅନୀତା ରାୟ ପ୍ରକାଶକ : ଏଥେନା ବୁକସ ଭୁବନେଶ୍ୱର- ୨ ପୃଷ୍ଠା : ୧୬୦ ମୂଲ୍ୟ : ୧୮୦ କବିତା କେବଳ ଭାବ ଓ ଆବେଗର ଛଳ ଛଳ ଧାରା ନୁହେଁ ବରଂ ଅନୁଭବ ଓ ଅନୁଭୂତିର ଏକ ପରିପକ୍ୱ ଚେତନାମୟ ଉପଲବ୍ଧି। କବିର କଲମରୁ କବିତାଟିଏ ଜନ୍ମନିଏ ସଂଘର୍ଷ , ବିଦ୍ରୋହ…

ପୁସ୍ତକ ପରିଚୟ : ଶ୍ଯାମଳୀ ଦାସ

ଶ୍ଯାମଳୀ ଦାସ ଗାଳ୍ପିକ : କୃଷ୍ଣ କୁମାର ମହାନ୍ତି ପ୍ରକାଶକ : ଶ୍ରଦ୍ଧା ପବ୍ଲିକେଶନ କଟକ ପୃଷ୍ଠା : ୧୨୦ ମୂଲ୍ୟ : ୯୮ ଗାଳ୍ପିକ କୃଷ୍ଣ କୁମାର ମହାନ୍ତିଙ୍କ ଗଳ୍ପ ବସ୍ତୁ ଜଗତ ଅପେକ୍ଷା ଭାବ ଜଗତକୁ ହିଁ ପ୍ରତୀକିତ କରିଥାଏ ।ତାଙ୍କ କଳ୍ପନାର ଐଶ୍ବର୍ଯ୍ଯ ହେଉଛି ଭାବ , ପ୍ରେମ ଓ…

ପୁସ୍ତକ ପରିଚୟ : କେମିତି ବଦଳିଯାଏ ମଣିଷ

କେମିତି ବଦଳିଯାଏ ମଣିଷ ଗାଳ୍ପିକ : ରବି ପଣ୍ଡା ପ୍ରକାଶକ : ବ୍ଲାକ ଇଗଲ ବୁକସ ପୃଷ୍ଠା : ୨୨୮ ମୂଲ୍ୟ : ୨୪୫ ଗପଟିଏ ଲେଖାହୁଏ କିଛି ଚରିତ୍ରଙ୍କୁ ନେଇ। ସେଇ ଗପ ଭିତରେ ଗାଳ୍ପିକ ନିଜର ଅନେକ ଅନୁଭବ ଓ ଅନୁଭୂତିକୁ ଭାବ ଭାଷା ସହ କାଳ୍ପନିକ ପୁଟଦେଇ ପରଶି ଦିଅନ୍ତି ପାଠକମାନଙ୍କୁ।…

ସୁଷମା ଲେଙ୍କାଙ୍କ ‘ନୂଆ ସକାଳର ସୂର୍ଯ୍ୟ’ ଏବଂ ‘ଶ୍ରୀକ୍ଷେତ୍ର ମହିମା’ ଉନ୍ମୋଚିତ

ଭୁବନେଶ୍ୱର : ଲେଖିକା ସୁଷମା ଲେଙ୍କାଙ୍କ ଗଳ୍ପ ସଙ୍କଳନ "ନୂଆ ସକାଳର ସୂର୍ଯ୍ୟ" ଏବଂ ଗୀତି କବିତା ସଙ୍କଳନ "ଶ୍ରୀକ୍ଷେତ୍ର ମହିମା " ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି ସାଧାରଣ ମଧ୍ୟବିତ୍ତ ପରିବାରର ମଣିଷଟିଏ ଦୈନନ୍ଦିନ…

ପୁସ୍ତକ ପରିଚୟ : ବିଶ୍ୱରୁପା

ବିଶ୍ୱରୁପା ଗାଳ୍ପିକା : ମଞ୍ଜୁବାଳା ପଣ୍ଡା ପ୍ରକାଶକ : ଇଙ୍କୱାର୍ଲଡ ଓଡ଼ିଆ ଭୁନେଶ୍ୱର ପୃଷ୍ଠା : ୧୭୩ ମୂଲ୍ୟ : ୨୦୦ ଜୀବନର ଅନୁଭବ ଓ ଅନୁଭୂତିକୁ ନେଇ ଗଳ୍ପ ଲେଖୁଥିବା ଗାଳ୍ପିକା ମଞ୍ଜୁବାଳା ପଣ୍ଡାଙ୍କର ଗଳ୍ପ ସଙ୍କଳନ "ବିଶ୍ୱରୂପା" ଏକ ସ୍ୱତନ୍ତ୍ର ସୃଷ୍ଟି । ସମୁଦାୟ ଏଗାରଟି…

ନୀହାରିକା ମଲ୍ଲିକଙ୍କ ଅନୁବାଦ ପୁସ୍ତକ ‘ମୁଁ ଓ ମୁଁ’ ଉନ୍ମୋଚିତ

ନବରଙ୍ଗପୁର : ପବିତ୍ର ଶକ୍ତିପୀଠ ମା ଭଣ୍ଡାର ଘରଣୀ ମନ୍ଦିର ପରିସରରେ , ନୀହାରିକା ମଲ୍ଲିକଙ୍କ ଅନୁବାଦ ପୁସ୍ତକ ‘ମୁଁ ଓ ମୁଁ’ ଉନ୍ମୋଚିତ ହୋଇଯାଇଛି । ପ୍ରଖ୍ୟାତ ହିନ୍ଦୀ ଲେଖିକା ମୃଦୁଳା ଗର୍ଗଙ୍କ ଲିଖିତ 'ମୈଁ ଔର ମୈଁ’ର ଏହା ଓଡ଼ିଆ ରୂପାନ୍ତର । ଏହି ଅବସରରେ ଅନୁବାଦିକାଙ୍କ ସହ…

ଦେବଦାସ ଛୋଟରାୟଙ୍କ ‘ ବିଜୁବାବୁ ‘ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ବର : ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ ପୁସ୍ତକ "ବିଜୁବାବୁ" ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦ୍ୱାରା ପ୍ରକାଶିତ ଏ ପୁସ୍ତକ , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ…

ନୃସିଂହ ତରାଇଙ୍କ ଇଂରାଜୀ କବିତା ସଙ୍କଳନ ‘ଏ ପାମଫୁଲ ଅଫ ପେନ’ ଉନ୍ମୋଚିତ

ଭୁବନେଶ୍ୱର : ବ୍ଲାକ ଇଗଲ ପବ୍ଲିକେଶନ ଦ୍ୱାରା ପ୍ରକାଶିତ କବି ନୃସିଂହ ତରାଇଙ୍କ ଇଂରାଜୀ କବିତା ପୁସ୍ତକ ‘ଏ ପାମଫୁଲ ଅଫ ପେନ’ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପରିସରରେ , ଏକାଡ଼େମୀର ସଭାପତି ବିଶିଷ୍ଟ କବି ହୃଷିକେଶ ମଲ୍ଲିକ ଓ ସଚିବ, ବରି ପ୍ରଶାସକ ତଥା କବି ପ୍ରବୋଧ ରାଉତଙ୍କ ଦ୍ୱାରା ଉନ୍ମୋଚିତ…