ଭୁବନେଶ୍ୱର: ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେ.ପି ଧଳସାମନ୍ତଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେ.ପି ଧଳସାମନ୍ତ ମିଲିଟାରୀ ଅପରେସନର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ତାଙ୍କ ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ସେ କହିଛନ୍ତ ଯେ, ତାଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଓଡ଼ିଶାର ଜଣେ ନିଡର ସମର୍ଥକ, ସାମରିକ ବାହିନୀର ସଂସ୍କୃତି ଏବଂ ମୂଲ୍ୟବୋଧରେ ଧଳସାମନ୍ତ ମିଲିଟାରୀ ଜେନେରାଲ୍ସଙ୍କ ମଧ୍ୟରୁ ଅନ୍ୟତମ । ସେ ମିଲିଟାରୀ ଅପରେସନର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ । ତାଙ୍କ ବିୟୋଗରେ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
BREAKING NEWS
- ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ସିବିଆଇ ରେଡ୍
- ଧାନଚେଙ୍ଗଡା ହତ୍ୟାକାଣ୍ଡ, ସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ
- ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ
- ଏସଟିଏଫ୍ ଭୟରେ ନଦୀକୁ ଡେଇଁ ପଡ଼ିଲେ ଗଞ୍ଜେଇ ମାଫିଆ, ଚାଲିଗଲା ଜୀବନ
- ଭିସୁଟ୍ ଆସୋସିଏସଟ୍ ପ୍ରଫେସର ନିଲମ୍ବିତ
- ଓଡ଼ିଶାରେ ମୁଣ୍ଡ ଟେକିବ କଂଗ୍ରେସ, ଆସନ୍ତା ୨୭ ହେବ ବିପ୍ଲବ
- ଏପ୍ରିଲ ୧୪ରୁ ମାଛଧରା କଟକଣା , ମାଛ ବଂଶ ବୃଦ୍ଧି ପାଇଁ ବଢିଲା ଦିନ
- ସାରା ରାତି ରାଜରାସ୍ତାରେ କଂଗ୍ରେସର ଧାରଣା: ବିଧାୟକ ତାରା ବାହିନୀପତି ଅସୁସ୍ଥ
- କଫିର ଏହି ମାସ୍କ କେଶକୁ କରିବ ମଜବୁତ୍..
- ଡ.କମଳା କାନ୍ତ ତ୍ରିପାଠୀ କିଏ? ଯିଏ ପିଏମଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରେ ହେଲେ ଯୁଗ୍ମ ସଚିବ
Comments are closed.