Latest Odisha News

BREAKING NEWS

ଭୁବନେଶ୍ୱରରେ ଆଜି ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିସିଡିଡି-୧ ଅନ୍ତର୍ଗତ ନୟାପଲ୍ଲୀ-ନୂଆସାହି, ୟୁନିଟ୍-୮ ଡିଏଭି, ୟୁନିଟ୍-୫, ରାଜ୍ୟ ଅତିଥି ଭବନ ଓ ଆଖପାଖ ଅଞ୍ଚଳରେ ରବିବାର ଦିନ ବିଦ୍ୟୁତ୍ ସରାବରାହ ବନ୍ଦ ରହିବ ।

ଆଜି ସକାଳ ୮ଟାରୁ ଦିନ ୧ଟା ଯାଏଁ ଜରୁରୀକାଳୀନ ମରାମତି କାର୍ଯ୍ୟ ଲାଗି ଏହିସବୁ ଅଞ୍ଚଳଗୁଡିକରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବ ବୋଲି ସେସୁ ପକ୍ଷରୁ ଘୋଷଣା କରାଯାଇଛି ।

ସେହିପରି ନୂଆ ଟ୍ରନ୍ସଫରର୍ମର ସ୍ଥାପନ କରାଯିବା ନେଇ ରବିବାର ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିମାପଡା ଡିଭିଜନ୍ ଅଧିନସ୍ଥ ନିମାପଡା ସହର, ବାଳକଣ୍ଟା ଏବଂ ତା’ ଆଖପାଖ ଅଞ୍ଚଳରେ ମଧ୍ୟ ବିଦ୍ୟୁତ୍ ସରାବରାହ ବନ୍ଦ ରହିବ ।

Leave A Reply

Your email address will not be published.