Latest Odisha News

ଟେଲି ଜଗତର ହିଟ୍ ଯୋଡି ୨୦୧୯ରେ କରିପାରନ୍ତି ବିବାହ

ମୁମ୍ବାଇ : ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟେଲିଭିଜନ ଜଗତର ଏହି ହିଟ୍ ଯୋଡ଼ି। ରିଲ୍ ଲାଇଫରୁ ଆରମ୍ଭ ହୋଇଥିବା ଏମାନଙ୍କ ପ୍ରେମ କାହାଣୀ ଏବେ ରିୟଲ ଲାଇଫରେ ସତ ହେବାକୁ ଯାଉଛି।

ହର୍ସଦ୍ ଚୋପ୍ରା – ଜେନିଫର

ଟେଲି ସିରିଏଲ ‘ବେପନହା’ର ସୁଟିଂ ସେଟରୁ ଆରମ୍ଭ ହୋଇଥିଲା ହର୍ସଦ୍ ଚୋପ୍ରା ଓ ଜେନିଫରଙ୍କ ଲଭ୍ ଷ୍ଟୋରି। ତେବେ ଚଳିତ ବର୍ଷ ଏହି ଯୋଡ଼ି ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି।

ଅଙ୍କିତ୍ ବାଥଲା – ଜିଜ୍ଞାସା ସିଂ

ଏହି ଲଭ୍ ବାର୍ଡଙ୍କ ପ୍ରେମ କାହାଣୀ ଟେଲି ସିରିଏଲ ‘ଥପକି ପ୍ୟାର କି’ରୁ ଆରମ୍ଭ ହୋଇଥିଲା। ଯାହା ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି।

ରକି ଜେସୱାଲ୍ – ହୀନା ଖାନ୍

ଏହି ଦୁଇ ଟେଲି ତାରକାଙ୍କ ପ୍ରେମ କାହାଣୀ ମୋଷ୍ଟ କନ୍ଟ୍ରୋଭର୍ସିଆଲ ସୋ ‘ବିଗବସ୍’ରୁ ଆରମ୍ଭ ହୋଇଥିଲା । ଏବେ ଏମାନଙ୍କ ପ୍ରେମ କାହାଣୀ ବିବାହରେ ପରିଣତ ହେବାକୁ ଯାଉଛି।

ମୋସିନ୍ ଖାନ୍ – ସିବାଙ୍ଗୀ ଯୋସୀ

ମୋସିନ୍ ଓ ସିବାଙ୍ଗୀ ଙ୍କ ପ୍ରେମ କାହାଣୀ ଟେଲି ସିରିଏଲ ୟେ ରିସ୍ତା କ୍ୟା କେହଲାତା ହେ ରୁ ଆରମ୍ଭ ହୋଇଥିଲା ।

ମନିସ୍ ରାଇସିଙ୍ଘନ୍ – ଅଭିତା ଗୋର୍:

ହିଟ୍ ଟେଲି ସିରିଏଲ ଶଶୁରାଲ୍ ସୀମର କା ରୁ ଆରମ୍ଭ ହୋଇଥିଲା ଏହି କପୁଲଙ୍କ ଲଭ ଷ୍ଟୋରି।

Leave A Reply

Your email address will not be published.