Latest Odisha News

BREAKING NEWS

ଫନି ପୁନରୁଦ୍ଧାର ଲାଗି ଓଡ଼ିଶାକୁ କେନ୍ଦ୍ରର ୩୩୩୮.୨୨ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫନୀ ପୁନରୁଦ୍ଧ।।ର ଲାଗି ଓଡ଼ିଶାକୁ କେନ୍ଦ୍ର ସରକାର ୩୩୩୮.୨୨ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଅତିରିକ୍ତ ସହାୟତା ରାଶି ଅନୁମୋଦନ ହୋଇଥିବାର ସୂଚନା ମିଳିଛି ।

ଓଡ଼ିଶା ବ୍ୟତୀତ କେନ୍ଦ୍ର ସରକାର ମରୁଡ଼ି ଲାଗି କର୍ଣ୍ଣାଟକକୁ ୧୦୨୯ କୋଟି ଏବଂ ବନ୍ୟା ବିତ୍ପାତ ଏବଂ ମାଟି ଧସି କ୍ଷୟକ୍ଷତି ହୋଇଥିବା ଯୋଗୁଁ ହିମାଚଳ ପ୍ରଦେଶକୁ ୬୪.୪୯ କୋଟି ଟଙ୍କା ଅନୁମୋଦନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.