Latest Odisha News

ସଟ୍ ଡାଉନ ବେଳେ ଜାଣନ୍ତୁ ଭୁବନେଶ୍ୱର ଓ କଟକରେ କେଉଁ କେଉଁ ଔଷଧ ଦୋକାନ ଖୋଲାରହିବ

ଭୁବନେଶ୍ୱର: ଭୁବନେଶ୍ୱର, କଟକ ଓ ଭଦ୍ରକରେ ଶୁକ୍ରବାର ରାତି ୮ଟାରୁ ଆରମ୍ଭ ହୋଇ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ସଟ୍ ଡାଉନ ପାଳନ ହେଉଛି । ଏହା ରବିବାର ରାତି ୮ଟାରେ ଶେଷ ହେବ । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅନୁମତି ମିଳିଥିବା କେତେକ ଔଷଧ ଦୋକାନ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି । ତେବେ ଜାଣନ୍ତୁ ଭୁବନେଶ୍ୱରରେ କେଉଁ କେଉଁ ଔଷଧ ଦୋକାନ ଖୋଲାରହିବ ।

ସେହିପରି କଟକ ମହାନଗର ନିଗମ ପକ୍ଷରୁ ମଧ୍ୟ ଏହି ସବୁ ଔଷଧ ଦୋକାନକୁ ଖୋଲିବାକୁ ଅନୁମତି ମିଳିଛି ।

ଏହି ସବୁ ଔଷଧ ଦୋକାନ ବ୍ୟତୀତ ଅନ୍ୟମାନେ ଷ୍ଟୋର ଖୋଲିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.