Latest Odisha News

BREAKING NEWS

ହିନ୍ଦୁ-ମୁସଲମାନଙ୍କୁ ଏକ ହେବାକୁ ପଡିବ: ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବଲିଉଡର ଫିଲ୍ମମେକର ବିବେକ ଅଗ୍ନିହୋତ୍ରର ଦିଲ୍ଲୀ ହିଂସା ଏକ ଦଙ୍ଗା ନ ଥିଲା । ଯୋଜନା ମୁତାବକ ଭାରତ ଓ ହିନ୍ଦୁଙ୍କ ବିରୋଧରେ ଏହା ଯୁଦ୍ଧ ଥିଲା ବୋଲି ଟୁଇଟ କରିଛନ୍ତି । ମୁଁ ପୂର୍ବରୁ ଏ ନେଇ ଚେତାଇ ଥିଲି । ୨୦୨୦ରେ କଶ୍ମୀର-୨ର ପୁନରାବୃତି ହୋଇଛି କହିଲେ ଭୁଲ ହେବ ନାହିଁ । ଏହି ଯୁଦ୍ଧରେ ଆମେ ଜିତିବା କି ହାରିବା ଜଣା ନାହିଁ କିନ୍ତୁ ସତର୍କ ରହିବାକୁ ପଡିବ ।

ଗୋଟିଏ ଘରର ଛାତ ଉପରୁ ହିନ୍ଦୁଙ୍କ ଉପରେ ଆକ୍ରମଣର ସମସ୍ତ ପ୍ରସ୍ତୁତି କରାଯାଇଥିଲା ବୋଲି ସେ କହିଛନ୍ତି । ଏହି ଅବସରରେ ଜାଭେଦ ଅଖତାରଙ୍କ ଟୁଇଟଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ । ମୋତେ କେବଳ ମୋ ଲୋକଙ୍କ କଥା ଚିନ୍ତା ରହିଛି । ରଣନୀତି ବଦଳାଇ ଭାରତକୁ ଭଲ ପାଉଥିବା ହିନ୍ଦୁ-ମୁସଲମାନଙ୍କୁ ଏକ ହେବାକୁ ପଡିବ ।

Leave A Reply

Your email address will not be published.