Latest Odisha News

BREAKING NEWS

ବାରମ୍ବାର କାମରେ ଅସଫଳ ହେଉଥିଲେ କରନ୍ତୁ ଏହି ଉପାୟ…

ଭୁବନେଶ୍ବର: ଜୀବନରେ ବେଳେବେଳେ ଯେତେ ଚେଷ୍ଟା କଲେ ବି ସଫଳ ମିଳିନଥାଏ । ଯାହାଦ୍ବାରା ଆପଣଙ୍କ ଜୀବନରେ ଦୁଃଖ ପିଛା ଛାଡି ନଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରେ ବାସ୍ତୁ ସଂମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ କାମରେ ବାଧା ଉପୁଜିପାରେ ।ତେଣୁ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ..

-ଯେଉଁ ଘର ପରିଷ୍କାର ନଥାଏ ସେହି ଠାରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହି କାରଣରୁ କାମରେ ସଫଳ ମିଳେ ନାହିଁ ।

-ଘରେ ତୁଳସୀ ଚଉରାରେ ଗଛ ଲଗାନ୍ତୁ । ପ୍ରତ୍ୟେକ ଦିନ ତୁଳସୀ ଗଛରେ ଜଳ ଚଢାନ୍ତୁ ଓ ଦୀପ ଜଳାନ୍ତୁ । ଫଳରେ ଭଗବାନଙ୍କ କୃପା ମିଳିଥାଏ ।

-ଘରେ ଭଙ୍ଗାରୁଜା ବେକାର ଜିନିଷ ପଡି ରହିଲେ ସେହି ଘରେ ଶାନ୍ତି ରହେ ନାହିଁ । ଘରେ ଏସବୁ ରହିଲେ ଅଶୁଭ ।

-ସନ୍ଧ୍ୟା ସମୟରେ ଘରର ସମସ୍ତ କୋଣରେ ଆଲୋକ ରହିବା ଜରୁରୀ ।

-ଘରେ ଆଲମାରୀର କବାଟ ସବୁବେଳେ ଉତ୍ତର କିମ୍ବା ପୂର୍ବ ଦିଗକୁ ରହିବା ଉଚିତ୍ । ଯେଉଁ ଘରେ ଓଲଟା ଦିଶରେ ରଖା ଯାଇଥାଏ ସେହି ଘରେ ମା’ ଲକ୍ଷ୍ମୀଙ୍କର କୃପା ପଡେ ନାହିଁ ।

 

Leave A Reply

Your email address will not be published.