Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୩ ସେନା ମୁଖ୍ୟ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ 3 ସେନା ମୁଖ୍ୟ । ଗତକାଲି ସେନା ପକ୍ଷରୁ ଅଗ୍ନିିପଥ ଯୋଜନା ଫେରିବ ନାହିଁ ବୋଲି ସ୍ପଷ୍ଟ କୁହାଯାଇଥିଲା । ଯେଉଁମାନେ ଏଥିରେ ଜଡିତ ରହି ହିଂସା କରିବେ ସେମାନଙ୍କୁ ଅଗ୍ନିିପଥ ଯୋଜନାରେ ସାମିଲ କରାଯିବ ନାହିଁ ବୋଲି ସେନାବାହିନୀ କହିଛି ।

ମୁଖଃତ ଏହି ସ୍ମିମରେ ୪ ବର୍ଷିଆ ଚାକିରି କାଳକୁ ବିରୋଧ କରି ଆରମ୍ଭରୁ ହିଂସାତ୍ମକ ଆନ୍ଦୋଳନ ବିରୋଧୀମାନେ ଛାତ୍ରମାନଙ୍କୁ ଢ଼ାଲ କରି  କରୁଛନ୍ତି। ଏସବୁ ବିଷୟରେ ଆଲୋଚନା ପାଇଁ 3 ସେନା ମୁଖ୍ୟ ପ୍ରଧାନନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।  ତିନି ସେନା ପ୍ରମୁଖ ଅଗ୍ନିପଥ ଯୋଜନାରେ ନିଯୁକ୍ତି ସମ୍ୱନ୍ଧୀୟ ବିସ୍ତୃତ ସୂଚନା ଦେବେ।

Leave A Reply

Your email address will not be published.