ଭଦ୍ରକ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାମନଗର ଏନଏସି ଅଞ୍ଚଳକୁ କୁ ତିନି ଦିନିଆ ବନ୍ଦ ଘୋଷଣା କରାଯାଇଛି ।
ଭଦ୍ରକ ଜିଲ୍ଲାପାଳ ଜିଆନା ରଂଜନ ଦାସଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ସକାଳ ୫ ଟାରୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ସମଗ୍ର ଏନଏସି ଅଞ୍ଚଳକୁ ବନ୍ଦ ରଖାଯିବ। ଏହି ସମୟ ମଧ୍ୟରେ ପ୍ରତି ୱାର୍ଡରେ ଅଗ୍ନିଶମ କର୍ମଚାରୀମାନେ ସାନିଟାଇଜେସନ୍ କାମ ଜାରି ରଖିବେ ।
Comments are closed.