ରାଉରକେଲା: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲା ବିରାମିତ୍ରପୁର ପୌର ଅଞ୍ଚଳକୁ ତିନି ଦିନିଆ ବନ୍ଦ ଘୋଷଣା କରାଯାଇଛି ।
ଉପ ଜିଲ୍ଲାପାଳ ବିଶ୍ଵଜିତ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଶୁକ୍ରବାର (୧୭) , ଶନିବାର(୧୮) ଓ ରବିବାର(୧୯) ପର୍ଯ୍ୟନ୍ତ ସମଗ୍ର ପୌର ଅଞ୍ଚଳକୁ ବନ୍ଦ ରଖାଯିବ। ଏହି ସମୟ ମଧ୍ୟରେ ପ୍ରତି ୱାର୍ଡରେ ଅଗ୍ନିଶମ କର୍ମଚାରୀମାନେ ସାନିଟାଇଜେସନ୍ କାମ ଜାରି ରଖିବେ ।
Comments are closed.