ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରର ଖୋଲିଲା ଆଉ ୩ଟି ଗେଟ୍ । ବର୍ତ୍ତମାନ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳସ୍ତର ୬୧୭.୦୭ ଫୁଟ ରହିଛି । ସେକେଣ୍ଡକୁ ୩ଲକ୍ଷ ୫୫ ହଜାର କ୍ୟୁସେକ୍ ଜଳ ପ୍ରବେଶ ହେଉଛି । ସେକେଣ୍ଡକୁ ୨ ଲକ୍ଷ ୪୬ ହଜାର ମ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଏନେି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
BREAKING NEWS
- ଶିଶୁ କର୍କଟ ଚିକିତ୍ସା ନିମନ୍ତେ ଏମଓୟୁ ସ୍ୱାକ୍ଷର…
- ୬୦ ବର୍ଷ ପୂର୍ବେ CIA ହିମାଳୟରେ ଏମିତି ଜନିଷ ହଜାଇ ଦେଇଥିଲା, ଏହା ପରମାଣୁଠୁ ବି ଭୟଙ୍କର ! ଆଜି ବି ରହିଛି ସେଠି
- ପ୍ରଭାତ ଓ ବିରଞ୍ଚିଙ୍କୁ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ଭାବେ ସମ୍ମାନିତ
- ଗୋଟିଏ ଘଣ୍ଟା ସଂସଦ ଚାଲିଲେ କେତେ ଟଙ୍କା ଖର୍ଚ୍ଚ ହୁଏ ? ଶୀତକାଳିନ ଅଧିବେଶନରେ ବର୍ତ୍ତମାନ ଯାଏ କେତେ ହୋଇଛି ଖର୍ଚ୍ଚ…
- ଓଡ଼ିଶା ପୋଲିସର ନୂଆ ୱେବସାଇଟ୍ ଲଞ୍ଚ କଲେ ଡିଜିପି
- ଗୋଟିଏ ଫଳର ଦାମ ୩୦ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି ଏତେ ମହଙ୍ଗା
- ବଢ଼ିଲା କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି, ଜାଣନ୍ତୁ କେବେ ରହିଛି ଆବେଦନର ଶେଷ ତାରିଖ
- ଦିଲ୍ଲୀ ବାୟୁ ପ୍ରଦୂଷଣ: ସ୍କୁଲରେ ଅନଲାଇନ କ୍ଲାସ କରିବାକୁ ସରକାରଙ୍କ ନିର୍ଦ୍ଦେଶ
- ବାଜିଲା ବିଏମସି ନିର୍ବାଚନ ବିଗୁଲ, କେଉଁଦିନ ହେବ ଭୋଟିଂ ଓ କାଉଣ୍ଟିଂ ଜାଣନ୍ତୁ…
- ଦୁର୍ନୀତି ମାମଲାରେ ପୂର୍ବତନ ସରପଞ୍ଚ ଓ ଗ୍ରାମ ସଂଯୋଜକ ଦୋଷୀ ସାବ୍ୟସ୍ତ
Comments are closed.