Latest Odisha News

BREAKING NEWS

ହକି ବିଶ୍ବକପର ପ୍ରି ରେଜିଷ୍ଟ୍ରେସନ

ଭୁବନେଶ୍ବର: ଓଡ଼ିଶାରେ ହକି ବିଶ୍ୱକପ ଟିକେଟ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଖେଳପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଥିବା ବେଳେ ଏଥିପାଇଁ  ଆରମ୍ଭ ହୋଇଛି ପ୍ରି ରେଜିଷ୍ଟ୍ରେସନ । ଖେଳ ଦେଖିବାକୁ ଇଚ୍ଛୁକ ଦର୍ଶକ ହକି ବିଶ୍ୱକପର ଟିକେଟ କିଣିବା ପାଇଁ  ପ୍ରି-ରେଜିଷ୍ଟ୍ରେସନ କରିପାରିବେ । ଏଥିପାଇଁ ଏଫଆଇଏଚ ପକ୍ଷରୁ ନୋଟିଫିକେସନ ଜାରି ହୋଇଛି ।

ଆପଣ ଯଦି ଏଥିପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ତେବେ ଲିଙ୍କକୁ ଯଇ ରେଜଷ୍ଟ୍ରିସେନ କରିପାରିବେ । ପ୍ରଥମେ ଆପଣଙ୍କର ନାମ ଲେଖିବେ ପରେ ଇମେଲ ଦେବେ । ଏହା ପରେ ଆପଣଙ୍କ ଦେଶର ନାମ ଲେଖିବେ ଏବଂ କେଉଁ ଦେଶକୁ ସମର୍ଥନ କରୁଛନ୍ତି ତାହାର ନାମ ଲେଖି ସବମିଟ କରିପାରିବେ ।

https://fih.formstack.com/forms/world_cup_tickets_pre_registration

Leave A Reply

Your email address will not be published.