Latest Odisha News

BREAKING NEWS

ବଢ଼ିପାରେ ବାଘଙ୍କ ସଂଖ୍ୟା: ସୁନାବେଡାକୁ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲ କରାଯିବ

ଭୁବନେଶ୍ୱର : ରାଜ୍ୟରେ ବଢିପାରେ ବାଘ ମାନଙ୍କ ସଂଖ୍ୟା । ଏନେଇ ବାଘ ମାନଙ୍କ ଗଣନା ପକ୍ରିୟା ଚାଲିଛି । ପ୍ରଥମ ପର୍ଯ୍ୟୟ ବାଘ ଗଣନା ସରିଛି । ଦ୍ୱିତୀୟ ପର୍ଯ୍ୟାୟ ବାଘ ଗଣନା ଚାଲିଛି । ହେଲେ ତୃତୟୀ ପର୍ଯ୍ୟାୟରେ କ୍ୟାମେରା ମାଧ୍ୟମରେ ବାଘ ଗଣନା କରାଯିବ । ସବୁ ପର୍ଯ୍ୟାୟ ଗଣନା କରିବାକୁ ଆଉ ୬ ମାସ ସମୟ ଲାଗିପାରେ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ଶଶୀ ପଲ୍ ।

ସେ କହିଛନ୍ତି ଆଗରୁ ପାଦ ଚିହ୍ନରେ ବାଘ ଗଣନା କରାଯାଉଥିଲା । ଏବେ କ୍ୟାମେରା ମାଧ୍ୟମରେ ବାଘ ଗଣନା କରାଯିବ ବୋଲି ଜଣାପଡିଛି । ଏନେଇ ରାଜ୍ୟରେ ହେବ ନୂଆ ବାଘ ସରଂକ୍ଷିତ ଜଙ୍ଗଲ । ସୁନେବେଢାକୁ ବାଘ ସଂରକ୍ଷଣ ଜଙ୍ଗଲ କରିବାକୁ ପକ୍ରିୟା ଆରମ୍ଭ କରିଛି ବନ ବିଭାଗ ବୋଲି ଜଣାପଡିଛି ।

Leave A Reply

Your email address will not be published.