Latest Odisha News

BREAKING NEWS

ତିରଥ ସିଂ ରାୱତ ହେବେ ଉତ୍ତରାଖଣ୍ଡର ନୂଆ ସିଏମ୍‌

ଉତ୍ତରାଖଣ୍ଡ: ମଙ୍ଗଳବାର ଦିନ ତ୍ରିଭେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା ପରେ ତିରଥ ସିଂ ରାୱତ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ।

ତିରଥ ସିଂ ରାୱତ ଜଣେ ବିଜେପି ସାଂସଦ ଏବଂ ୨୦୧୩-୧୫ ମସିହାରେ ଉତ୍ତରାଖଣ୍ଡ ଦଳର ମୁଖ୍ୟ ଥିଲେ ଏବଂ ଅତୀତରେ ରାଜ୍ୟର ବିଧାୟକ ମଧ୍ୟ ଥିଲେ।

ଗତକାଲି ତ୍ରିଭେନ୍ଦ୍ର ସିଂ ରାୱତ ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ହସ୍ତାନ୍ତର କରିଛନ୍ତି।

Leave A Reply

Your email address will not be published.