ଭୁବନେଶ୍ୱର: ରାଜ୍ୟରେ ଗୁରୁତର କୋରନା ରୋଗୀଙ୍କ ଚିକିତ୍ସା ପାଇଁ ଆରମ୍ଭ ହୋଇଛି ପ୍ଲାଜମା ଥେରାପୀ । ସଫଳତା ବି ମିଳୁଛି । ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ମନ୍ତ୍ରୀମାନଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ଭିତରେ ବିଭିନ୍ନ ଜିଲ୍ଲାକୁ ବାଣ୍ଟିଛନ୍ତି । ପ୍ଲାଜମା ଦାନକୁ ଉତ୍ସାହିତ କରିବା ସହ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
କେଉଁ ମନ୍ତ୍ରୀଙ୍କୁ କେଉଁ ଜିଲ୍ଲା ଦାୟିତ୍ୱ
ପୁରୀ- ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ- କନ୍ଧମାଳ ଓ ଗଞ୍ଜାମ
ପ୍ରତାପ ଜେନା- ମୟୂରଭଞ୍ଜ, କଟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ଭଦ୍ରକ, କେନ୍ଦ୍ରାପଡ଼ା
ପ୍ରଫୁଲ୍ଲ ମଲ୍ଲିକ- ବରଗଡ଼, ପଦ୍ମନାଭ ବେହେରା- ଝାରସୁଗୁଡ଼ା, ବୌଦ୍ଧ
ଅରୁଣ ସାହୁ- ନୟାଗଡ଼, ଖୋର୍ଦ୍ଧା, ସୁଶାନ୍ତ ସିଂ- ବଲାଙ୍ଗିର, ସମ୍ବଲପୁର
ସୁଦାମ ମାର୍ଣ୍ଡି- ସୋନପୁର, ନବ କିଶୋର ଦାସ- କଳାହାଣ୍ଡି, ନୂଆପଡ଼ା
ଟୁକୁନି ସାହୁ- ଦେବଗଡ଼, ସୁନ୍ଦରଗଡ଼, ଜଗନ୍ନାଥ ସାରକା- ଗଜପତି, କୋରାପୁଟ
ଦିବ୍ୟଶଙ୍କର ମିଶ୍ର- ଢ଼େଙ୍କାନାଳ, ଅଶୋକ ପଣ୍ଡା- ଅନୁଗୋଳ
ସମୀର ଦାଶ- ଯାଜପୁର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ- ବାଲେଶ୍ୱର
ରଘୁନନ୍ଦନ ଦାସ- ନବରଙ୍ଗପୁର, ଜଗତସିଂହପୁର, ପ୍ରେମାନନ୍ଦ ନାୟକ- କେନ୍ଦୁଝର
ତୁଷାରକାନ୍ତି ବେହେରା- ମାଲକାନଗିରି, ପଦ୍ମିନୀ ଦିଆନ- ରାୟଗଡ଼ା
BREAKING NEWS
- ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ୨୪ ଘଣ୍ଟାରେ ୪ ଜିଲ୍ଲାରେ କାଳବେଶାଖୀ ଆଶଙ୍କା
- ୪୦ଟି ଦେଶରୁ ଅଶୋଧିତ ତେଲ ଆମଦାନୀ କରୁଛି ଭାରତ, ଇନ୍ଧନର କୌଣସି ଅଭାବ ନାହିଁ
- Fuel Surcharge Hike: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ବଢ଼ିଲା ଫୁଏଲ ସରଚାର୍ଜ, ବିମାନ ଯାତ୍ରା ମହଙ୍ଗା
- ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ; ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ ସଚେତନତା ବାଣ୍ଟିଲା ଟିପିଏସ୍ଓଡିଏଲ୍
- ବିଜେଡିକୁ ଶକ୍ତ ଝଟ୍କା, ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
- ଅପରେସନ ସାଇବର କବଚ: ୩୪,୧୦୧ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୩୬ ଜଣ ଗିରଫ
- ଏଥର ଟି୨୦ରେ ବୁମରାହଙ୍କୁ କମ ଦେଖିବାକୁ ମିଳିବ
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
Comments are closed.