ଭୁବନେଶ୍ୱର: ଆଜି ରାଜ୍ୟରୁ ସଂରୋନା ସଂକ୍ରମିତରୁ ସୁସ୍ଥ ହୋଇଛନ୍ତି ୧୦୪୯ ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୯ ଜଣ ଆଜି ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା କରୋନାରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୮ ହଜାର ୧୫୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୯୦ ଜଣ, ସୁନ୍ଦରଗଡ଼ରୁ ୫୪, ଯାଜପୁରରୁ ୫୨, ରାୟଗଡ଼ାରୁ ୪୬, ଜଗତସିଂହପୁରରୁ ୪୨, ଦେବଗଡ଼ରୁ ୩୯, ଗଜପତିରୁ ୩୮, ସମ୍ବଲପୁରରୁ ୩୫, କଳାହାଣ୍ଡି, ମୟରୂଭଂଜ ଓ କେନ୍ଦ୍ରାପଡ଼ାରୁ ୩୪ ଜଣ, ବାଲେଶ୍ୱରରୁ ୨୮, ଭଦ୍ରକରୁ ୨୭, ଢେଙ୍କାନାଳରୁ ୨୬, ବରଗଡ଼ରୁ ୨୫, ଗଂଜାମରୁ ୨୪, ନୟାଗଡ଼ରୁ ୧୭, ଝାରସୁଗୁଡ଼ାରୁ ୧୫, ନୂଆପଡ଼ାରୁ ୧୧, ଅନୁଗୁଳ, ନବରଂଗପୁର, ସୁବର୍ଣ୍ଣପୁରରୁ ୯ ଜଣ ଲେଖାଏଁ, କେନ୍ଦୁଝରରୁ ୮, କନ୍ଧମାଳରୁ ୬, ମାଲକାନଗିରିରୁ ୫, ପୁରୀରୁ ୩, ବଲାଙ୍ଗୀରରୁ ୨ ଓ ରାଜ୍ୟପୁଲରୁ ୩୨ ଜଣ ସୁସ୍ଥ ହୋଇଛନ୍ତି।
Another 1049 Covid patients have recovered and are being discharged on 20.02.2022
294 from Khordha
90 from Cuttack
54 from Sundargarh
52 from Jajapur
46 from Rayagada
42 from Jagatsinghpur
39 from Deogarh
38 from Gajapati
35 from Sambalpur
34 from Kalahandi
34 from Kendrapara— H & FW Dept Odisha (@HFWOdisha) February 20, 2022
34 from Mayurbhanj
28 from Baleswar
27 from Bhadrak
26 from Dhenkanal
25 from Bargarh
24 from Ganjam
17 from Nayagarh
15 from Jharsuguda
11 from Nuapada
9 from Anugul
9 from Nabarangpur
9 from Sonepur
8 from Keonjhar
6 from Kandhamal
5 from Malkangiri
3 from Puri
2 from Koraput— H & FW Dept Odisha (@HFWOdisha) February 20, 2022
1 from Bolangir
32 from State PoolThe total recovered cases of Odisha now stand at 1268158
— H & FW Dept Odisha (@HFWOdisha) February 20, 2022
Comments are closed.