Latest Odisha News

BREAKING NEWS

ଟି-ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୪: ଆଜିଠୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ପ୍ରଥମ ଟି-ଟ୍ବେଣ୍ଟି  ଖେଳିବ ଭାରତ । ଟି-ଟ୍ବେଣ୍ଟି ବିଶ୍ବକପ୍‌ରେ ଆଜିଠୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ ଆୟର୍ଲାଣ୍ଡ ବିପକ୍ଷରେ ସହ  ରହିଛି । ଏହି ମ୍ୟାଚ୍  ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

ଭାରତୀୟ ସମୟ ରାତି ୮ଟାରେ ମ୍ୟାଚ୍ ଖେଳାଯିବ । ଟିମ୍‌ରେ ରିଷଭ ପନ୍ତ, ୟଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜଙ୍କ ଭଳି ଦ୍ରୁତ ବୋଲର  ଅଛନ୍ତି। ଅଗଣିତ ଭାରତୀୟଙ୍କୁ ବିଶ୍ୱକପ୍ ଟ୍ରଫି ଭେଟିଦେବା ଲକ୍ଷ୍ୟରେ ଭାରତୀୟ କ୍ରିକେଟ୍ ଦଳ ଆଜି ଅଭିଯାନ ଆରମ୍ଭ କରିବାକୁ ଯାଉଛି ।

Leave A Reply

Your email address will not be published.