Latest Odisha News

BREAKING NEWS

ଏସସିବି ପୁନର୍ବିନ୍ୟାସ; ଆଜି ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ଅଭିଯାନ ଜାରି

କଟକ: କଟକ ଏସସିବି ମେଡିକାଲର ପୁନର୍ବିନ୍ୟାସ କରିବା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଉଚ୍ଛେଦ ଅଭିଯାନ ଜାରି ରହିଛି । ଗତ ୪ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଉଚ୍ଛେଦ ହୋଇଥିଲା । କଟକ ଜିଲ୍ଲାପାଳ ଓ ମହାନଗର ନିଗମଙ୍କ ପକ୍ଷରୁ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଛି ।

ମିଳିଥିବା ସୂଚନା ଅନୁସାରେ, ଯୋବ୍ରା ଅଂଚଳର ଇଲେକ୍ଟ୍ରି ଅଫିସ ଠାରୁ ଚୂନଭାଟି ଗଳି ଓ ନାଳକଡ ରାସ୍ତାରୁ ଉଚ୍ଛେଦ କରାଯାଉଛି ।

Leave A Reply

Your email address will not be published.