Latest Odisha News

BREAKING NEWS

ଫିଲ୍ମ ‘ତୁଫାନ୍‌’ର ଟିଜର୍‌ ରିଲିଜ

ନୂଆଦିଲ୍ଲୀ: ଫରହାନ ଅଖତର ଷ୍ଟାରରଙ୍କ ଫିଲ୍ମ ତୁଫାନର ଟିଜର ରିଲିଜ ହୋଇଛି। ଏଥିରେ ଫରହାନଙ୍କ ବେଶ୍‌ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ଫର୍‌ହାନଙ୍କ ବ୍ୟତୀତ ପରେଶ ରାୱଲ, ମୃଣାଳ ଠାକୁର ଏବଂ ବିଜୟ ରାଜ ପ୍ରମୁକ ଭୂମିକାରେ ଅଭିନୟ କରିଛନ୍ତି।

ଟୁଫାନ୍‌ର ଟିଜର ନାୟକଙ୍କ ଯାତ୍ରା ଏବଂ ତାଙ୍କୁ ଜଣେ ସଫଳ ବକ୍ସିଂ ଚାମ୍ପିଅନ୍ ଭାବରେ ପରିଣତ କରିବାର ସଂଘର୍ଷ କାହାଣୀ ଏଥିରେ ଦେଖିବାକୁ ମିଳିଛି। ଏହି ଫିଲ୍ମ ଆମାଜନ ପ୍ରାଇମ୍ ଭିଡିଓରେ ମେ ୨୧ରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.