Latest Odisha News

ସୁରକ୍ଷାକର୍ମୀ ଗୁଳିରେ ଟଳିଲା ଲଶ୍ମର-ଇ-ତୋଇବା କମାଣ୍ଡର ଇଶଫାକ୍‌

ଶ୍ରୀନଗର: ସୋମବାର ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଶୋପିଆନରେ ଲଶ୍ମର-ଇ-ତୋଇବା କମାଣ୍ଡର ଇଶଫାକ୍ ଡାର ଏନକାଉଂଟରରେ ଟଳିଛି । ଏହି ଏନକାଂଉଟରରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଦୀର୍ଘଦିନ ଧରି ସୁରକ୍ଷାକର୍ମୀ ଏହି କୁଖ୍ୟାତ ଆତଙ୍କବାଦୀକୁ ଖୋଜୁଥିଲେ ।

୨୦୧୭ରେ ପୋଲିସ ଚାକିରୀ ଛାଡି ଇଶଫାକ୍ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ । ଏବେ ବି ସେହି ଅଂଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଜଣାପଡିବା ଯୋଗୁ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ ଚଳାଇଛନ୍ତି ।

Comments are closed.