- ନାମାଙ୍କନ ଭରିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପ୍ରଥମ ପ୍ରସ୍ତାବକ ଭାବେ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ଦୁଇ ଜଣ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସାରକା ଓ ରାଜ୍ୟ ବିଜେପିର ୧୦ ଜଣ ବିଧାୟକ ମଧ୍ୟ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ ।
ଓଲିଉଡ଼ ଜଗତର ଅପୂରଣୀୟ କ୍ଷତି। ନିରବୀ ଗଲେ ଅଭିନେତା ତଥା ଖଳନାୟକ ରାଇମୋହନ ପରିଡ଼ା। ଝୁଲନ୍ତା ଅବସ୍ଥାରେ ଭୁବନେଶ୍ୱର ପ୍ରାଚୀ ବିହାର ବାସଭବନରୁ ମୃତ ଦେହ ଉଦ୍ଧାର। ଦୀର୍ଘ ଦିନ ଧରି ଓଲିଉଡ଼ ଆଉ ଯାତ୍ରା ଜଗତରେ କରୁଥିଲେ ରାଜ୍। ବିୟୋଗରେ ବିଭିନ୍ନ ମହଲରେ ଶୋକ।![odia-actor-raimohan-parida-committed-suicide]()
- ମହାରାଷ୍ଟ୍ର ମହାସଙ୍କଟ। ଅଡୁଆରେ ଉଦ୍ଧବ ଠାକରେ। ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଚାରୁ ହଟଚମଟ। ବଢୁଛି ବିଦ୍ରେୀହୀ ବିଧାୟକଙ୍କ ସଂଖ୍ୟା। ସମର୍ଥନ ନେଇ ସମସ୍ତ ବିଧାୟକଙ୍କ ଦସ୍ତଖତ ଥିବା କହିଲେ ଏକନାଥ ସିନ୍ଦେ ।
![]()
- କ୍ଷୁଧାର୍ତ୍ତ ଓଡ଼ିଶା କେମିତି ଯୋଗାଉଛି ଖାଦ୍ୟ ? ରୋମରେ କହିଲେ ନବୀନ, ଶୁଣିଲା ବିଶ୍ୱ । ରାଜ୍ୟରେ ଜୀବନଜୀବିକା ସହ ଖାଦ୍ୟ ଆଇନ୍ ସୁରକ୍ଷା ଦିଗରେ ସରକାର ସଫଳତା ପାଇଛନ୍ତି । କେହି ଯେମିତି ଭୋକିଲା ରହିବେ ନାହିଁ ସେନେଇ ଆଲୋଚନା କରିଛନ୍ତି ନବୀନ ।
ଆସନ୍ତା ୨୪ ଘଣ୍ଟାରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ !ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୪ଟି ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।![]()
- ମୌସୁମୀ ଅଧିବେଶନ ପାଇଁ ଆସନ୍ତା ୨୯ରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ନିୟୁ କନଭେନସନ ହଲରେ ଦିନ ସାଢେ ୧୧ଟାରେ ବୈଠକ ବସିବ । ଜୁଲାଇ ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ ।
ବାୟୁସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆରମ୍ଭ ହେଲା ପଞ୍ଜିକରଣ । ଆବେଦନ, ଚୟନ ଓ ଭର୍ତ୍ତି ପାଇଁ ଆବେଦନକାରୀ ବାୟୁସେନାର ଅଧିକାରିକ ୱେବସାଇଟରେ ଦିଆଯାଇଥିବା ବିଜ୍ଞପ୍ତିରେ ଯାଞ୍ଚ କରିପାରିବେ । ଅନଲାଇନରେ ହେବାକୁ ଥିବା ଏହି ରେଜିଷ୍ଟ୍ରେସନ ୨୪ ଜୁନରୁ ୫ ଜୁଲାଇ ଯାଏଁ ଜାରି ରହିବ ।
ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ନୟାପଲ୍ଲୀ ଥାନାରେ ହାଜର ହେଲେ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର । ସନ୍ତୋଷକୁ ରଶ୍ମିରେଖା ମୃତ୍ୟୁ ବାବଦରେ ପୋଲିସ ପଚାରଉଚରା କରୁଛି । ୨୫ ତାରିଖ ଭିତରେ ଥାନାରେ ହଜାର ହେବାକୁ ନୋଟିସ କରିଥିଲା ପୋଲିସ । ସନ୍ତୋଷ ରଶ୍ମିରେଖାଙ୍କ ସହ ଦେଢ଼ ମାସ ହେବ ଲିଭ-ଇନରେ ରହୁଥିଲେ ।![]()
- ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ଆଜି ଖଳି ଲାଗି ଏକାଦଶୀ । ଶ୍ରୀଜିଉଙ୍କ ଅଣସର ଘରେ ଖଳି ଲାଗି ନୀତି । ଶ୍ରୀବିଗ୍ରହଙ୍କୁ ଏକାଦଶୀ ତିଥିରେ ଖଳି ଲାଗିରେ ଦଶମୂଳ ଔଷଧ ଲାଗି କରାଯିବା ସହ ତୁଳସୀ ପୁଷ୍ପ ଲାଗି କରାଯିବାର ପରମ୍ପରା ରହିଛି ।
![]()
- ଦେଶରେ ଦିନକରେ ୧୭ ହଜାର ପାର କଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା , ୧୦୦ ଦିନ ପରେ ୧୭, ୩୩୬ ନୂଆ ସଂକ୍ରମିତ ଚିହ୍ନଟ । କରୋନା କାରଣରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।
![]()
- ଆସାମରେ କମୁଛି ବିପଦ କିନ୍ତୁ ବଢୁଛି ଦୁର୍ଦ୍ଦଶା , ବନ୍ୟାରେ ଗଲାଣି ୧୦୮ ଜୀବନ । ବନ୍ୟା ପାଇଁ ୩୦ ଜିଲ୍ଲାରେ ୪୫.୩୪ ଲୋକ ପ୍ରଭାବିତ ହୋଇଛନ୍ତି । ସେନା ଓ ଏନଡିଆରଏଫ୍ ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳରେ ନିୟୋଜିତ ।
![]()
- ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଏବେଠାରୁ ଅଂଟା ଭିଡିବା ଆରମ୍ଭ କରିଛି । ଅଲିମ୍ପିକ୍ସ ଆୟୋଜନ ପାଇଁ ବିଡ଼୍ ଦାଖଲ କରିବ ଭାରତ । । ଭାରତକୁ ଆୟୋଜନ ଅଧିକାର ପ୍ରଦାନ ପାଇଁ ରୁଷ ସହଯୋଗ କରିବ ବୋଲି ଘୋଷଣା କରିଛି । ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଏ ନେଇ ଚୂଡାନ୍ତ ନିଷ୍ପତି ନେବ । ୨୦୨୫ରେ ଅଲିମ୍ପିକ କମିଟି ଭାରତ ଗସ୍ତ କରି ଆନୁଷାଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିବ ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜୁଲାଇ ୨୮ ତାରିଖରୁ ବର୍ମିଂହାମରେ ଆରମ୍ଭ ହେବ । ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ମହିଲା ହକି ଟିମ୍ରେ ଜଣେ ମାତ୍ର ଓଡିଆ, ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପଗ୍ରେସ ଏକ୍କା ଦଳରେ ସ୍ଥାନ ପାଇଛନ୍ତି । ଅବହେଳା ନେଇ ଖପ୍ପା ହକିପ୍ରେମୀ ![]()
- ହଜ୍ ଯାତ୍ରାରେ ଯିବେ ଇଂଲଣ୍ଡ ସ୍ପିନର୍ ରଶିଦ ଖାନ୍ : ଭାରତ ବିପକ୍ଷରେ ଖେଳିବେନି ଦିନିକିଆ-ଟି୨୦ ସିରିଜ୍ । ଇଂଲଣ୍ଡ କ୍ରିକେଟ୍ ବୋର୍ଡ ମଧ୍ୟ ଏଥିପାଇଁ ଅନୁମତି ପ୍ରଦାନ କରିଛି । ରଶିଦ ଯେଉଁ କ୍ଲବ୍ ପାଇଁ ଖେଳନ୍ତି ସେହି କ୍ଲବ୍ ମଧ୍ୟ ରଶିଦଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି ଦେଇଛି ।
![]()
- ପୁରୁଣା କାଷ୍ଟ ସହିତ ହେରା ଫେରି-୩ । ଫିଲ୍ମକୁ ନେଇ କନଫର୍ମ କଲେ ନିର୍ମାତା । ଅକ୍ଷୟ, ପରେଶ ଭାଇ ଏବଂ ସୁନୀଲ ଏହି ଫିଲ୍ମରେ ମୁଖ୍ୟରେ ରହିବେ। ସୋସିଆଲ ମିଡ଼ିଆରେ ଫିଲ୍ମ ନେଇ ଚର୍ଚ୍ଚା
![]()
BREAKING NEWS
- Arms Trafficking:ବେଆଇନ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ: ପିସ୍ତଲ ସହ ୫ଗିରଫ
- ଜନଶୁଣାଣିରେ ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ବ୍ୟାପକ ସମର୍ଥନ ମିଳିଲା
- ‘ଆମେ ସମସ୍ତ ଜାହାଜକୁ ହର୍ମୁଜ୍ ଦେଇ ଯିବାକୁ ଅନୁମତି ଦେବାକୁ ପ୍ରସ୍ତୁତ’
- Odia film industry:ଓଡ଼ିଆ ଫିଲ୍ମ କଳାକାରମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା;କହିଲେ-ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଚଳଚ୍ଚିତ୍ର ନୀତି
- ଡ୍ରାଇଭରଙ୍କୁ ଲୁହା ରଡରେ ପିଟିପିଟି ମାରିଦେଲେ ଅନ୍ୟ ୩ ଡ୍ରାଇଭର…
- ବିଶ୍ୱର ଦାମୀ ଶୁଆ, ଦାମ ଶୁଣିଲେ ଉଡିଯିବ ହୋଶ
- ECoR Cancels Trains:ପୁରୀ–ରାଉରକେଲା ଏକ୍ସପ୍ରେସ୍ ସହ ଏହି ଟ୍ରେନ ଗୁଡିକ ସାମୟିକ ଭାବେ କରାଗଲା ବାତିଲ
- RoadAccident:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ଚାଲିଗଲା ଶିଶୁକନ୍ୟା ସମେତ ୩ଜଣଙ୍କ ଜୀବନ
- ପେଟ୍ରୋଲ ଡିଜେଲ ପରେ ବଢିଲା ବସ୍ ଭଡା, ଜାଣନ୍ତୁ କେତେ ବୃଦ୍ଧି ପାଇଲା…
- Fuel Saving: କଟକ ମହାନଗର ନିଗମର ବଡ଼ ନିଷ୍ପତ୍ତି;ସୋମବାର ସରକାରୀ ଗାଡ଼ି ବ୍ୟବହାର ମନା
ଓଲିଉଡ଼ ଜଗତର ଅପୂରଣୀୟ କ୍ଷତି। ନିରବୀ ଗଲେ ଅଭିନେତା ତଥା ଖଳନାୟକ ରାଇମୋହନ ପରିଡ଼ା। ଝୁଲନ୍ତା ଅବସ୍ଥାରେ ଭୁବନେଶ୍ୱର ପ୍ରାଚୀ ବିହାର ବାସଭବନରୁ ମୃତ ଦେହ ଉଦ୍ଧାର। ଦୀର୍ଘ ଦିନ ଧରି ଓଲିଉଡ଼ ଆଉ ଯାତ୍ରା ଜଗତରେ କରୁଥିଲେ ରାଜ୍। ବିୟୋଗରେ ବିଭିନ୍ନ ମହଲରେ ଶୋକ।

ଆସନ୍ତା ୨୪ ଘଣ୍ଟାରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ !ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୪ଟି ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ବାୟୁସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆରମ୍ଭ ହେଲା ପଞ୍ଜିକରଣ । ଆବେଦନ, ଚୟନ ଓ ଭର୍ତ୍ତି ପାଇଁ ଆବେଦନକାରୀ ବାୟୁସେନାର ଅଧିକାରିକ ୱେବସାଇଟରେ ଦିଆଯାଇଥିବା ବିଜ୍ଞପ୍ତିରେ ଯାଞ୍ଚ କରିପାରିବେ । ଅନଲାଇନରେ ହେବାକୁ ଥିବା ଏହି ରେଜିଷ୍ଟ୍ରେସନ ୨୪ ଜୁନରୁ ୫ ଜୁଲାଇ ଯାଏଁ ଜାରି ରହିବ ।
ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା । ନୟାପଲ୍ଲୀ ଥାନାରେ ହାଜର ହେଲେ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର । ସନ୍ତୋଷକୁ ରଶ୍ମିରେଖା ମୃତ୍ୟୁ ବାବଦରେ ପୋଲିସ ପଚାରଉଚରା କରୁଛି । ୨୫ ତାରିଖ ଭିତରେ ଥାନାରେ ହଜାର ହେବାକୁ ନୋଟିସ କରିଥିଲା ପୋଲିସ । ସନ୍ତୋଷ ରଶ୍ମିରେଖାଙ୍କ ସହ ଦେଢ଼ ମାସ ହେବ ଲିଭ-ଇନରେ ରହୁଥିଲେ ।



ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜୁଲାଇ ୨୮ ତାରିଖରୁ ବର୍ମିଂହାମରେ ଆରମ୍ଭ ହେବ । ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ମହିଲା ହକି ଟିମ୍ରେ ଜଣେ ମାତ୍ର ଓଡିଆ, ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପଗ୍ରେସ ଏକ୍କା ଦଳରେ ସ୍ଥାନ ପାଇଛନ୍ତି । ଅବହେଳା ନେଇ ଖପ୍ପା ହକିପ୍ରେମୀ


Comments are closed.