Latest Odisha News

BREAKING NEWS

ଚୋରି ଜିନିଷ ଟ୍ରାକ୍ ପାଇଁ ଆସୁଛି ନୂଆ ପୋଲିସ ପୋର୍ଟାଲ

ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ନିଜ ଚୋରି ଜିନିଷ ଖୋଜି ପାଇବା ପାଇଁ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଥିବା ଏକ ପୋର୍ଟାଲରେ କମିଶନରେଟ୍ ପୋଲିସ୍ ପକ୍ଷରୁ ଏସମ୍ପର୍କିତ ବିବରଣୀ ପ୍ରଦାନ କରାଯିବ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏହି ନୂଆ ପୋର୍ଟାଲ ଲୋକମାନଙ୍କୁ ଚୋରି ହୋଇଥିବା ଜିନିଷ ଚିହ୍ନଟ କରିବାରେ ସାହାଯ୍ୟ କରିବ। ଯାହା ପରେ ସେମାନଙ୍କୁ ତାଙ୍କ ଜିନିଷ ଥାନାରେ ହସ୍ତାନ୍ତର କରାଯିବ।

Comments are closed.