ଭୁବନେଶ୍ୱର: ତୃତୀୟ ଦିନରେ ମଧ୍ୟ ଟ୍ରାଫିକ ପୋଲିସର ଧରପଗଡ ଜାରି ରହିଛି । ରାଜଧାନୀ ଭୁବନେଶ୍ୱରେ ଗାଡି ମୋଟର ଯାଂଚ କଡାକଡି ଚାଲିଛି । ତେବେ ଆଜି ବିଏମ୍ସିର ଆଳିଆ ବୁହା ୨ ଗାଡିରୁ ୩୨ ହଜାର ୫ଶହ ଟଙ୍କାର ଫାଇନ୍ ଆଦାୟ ହୋଇଛି ।
ବୀମା, ପରମିଟ୍ ଓ ପଲ୍ୟୁସନ ପାଇଁ ଗୋଟିଏ ଗାଡିକୁ ୨୨ ହଜାର ଟଙ୍କା ପାଇନ ହୋଇଛି । ସେହିପରି ପଲ୍ୟୁସନ ଓ ସାଧାରଣ ଅପରାଧ ପାଇଁ ଅନ୍ୟ ଗାଡିଟିକୁ ୧୦ ହଜାର ୫ଶହ ଟଙ୍କାର ପୋଲିସ ଚାଲାଣ କାଟିଥିବା ସୂଚନା ମିଳିଛି ।
BREAKING NEWS
- Health Minister Accuses Opposition: ନିଜ ଜିଦରେ ଅଟଳ ବିରୋଧୀ…ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ…ଆଜି ବି ଅଚଳାବସ୍ଥା…
- Odisha Weather Alert: ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୫୦ କିମି/ଘଣ୍ଟା ବେଗରେ ବହିବ ପବନ
- ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ
- ଗ୍ୟାସ ସିଲିଣ୍ଡର୍ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଚଢ଼ାଉ
- ସରକାରଙ୍କ ବଡ଼ ଆଶ୍ୱାସନା: ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍ ଯୋଗାଣ
- ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଗୋରକ୍ଷକଙ୍କ ଜୀବନ
- କୁଏତ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
Comments are closed.