Latest Odisha News

BREAKING NEWS

କଳାହାଣ୍ଡି ବନ୍ଦ ପାଳନ: ହକ୍ ଦାବିରେ ଆଦିବାସୀଙ୍କ ଆନ୍ଦୋଳନ

ଭବାନୀପାଟଣା: ହକ୍ ଦାବିରେ ଆଦିବାସୀଙ୍କ ଆନ୍ଦୋଳନ । ପଞ୍ଚାୟତ ନିର୍ବାଚରେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ଦାବିରେ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦେଇଛି ଆଦିବାସୀ ସଂଘ । ସକାଳ ୭ଟାରୁ ଆରମ୍ଭ ହୋଇଛି ବନ୍ଦ ପାଳନ । ବିଭିନ୍ନ ସ୍ଥାନରେ ବନ୍ଦ ରହିଛି ଗାଡ଼ି ମୋଟର ଚଳାଚଳ । ସମସ୍ତ ସରକାରୀ, ବେସରକାରୀ ଅଫିସ, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଅପରାହ୍ଣ ୨ଟା ଯାଏ ବନ୍ଦ ପାଳନ କରାଯିବ ।

BjdElectrycity

ଆଦିବାସୀ ସଂଘ ଅଭିଯୋଗ କରିଛି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସେପରି ସଂରକ୍ଷଣ ଦିଆଯାଇନି । ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । କଳାହାଣ୍ଡି ଜିଲ୍ଲା ଏକ ଆଦିବାସୀ ସଂସ୍କୃତି ପରମ୍ପରାର ଜିଲ୍ଲା । ସରକାରଙ୍କ ଏହି ନିଷ୍ପତ୍ତିରେ ଆଦିବାସୀ ଉପେକ୍ଷିତ କରିବା ଭଳି ନିଷ୍ପତ୍ତି ବୋଲି ସଂଘ କହିଛି ।

Leave A Reply

Your email address will not be published.