Latest Odisha News

BREAKING NEWS

ଟ୍ରିପଲ ମର୍ଡର: ବାପା, ମାଆ ଓ ପୁଅକୁ ନିର୍ମମ ହତ୍ୟା

ସୋନପୁର: ବିନିକା ଅଞ୍ଚଳରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା । ମୃତକଙ୍କ ଭିତରେ ଅଛନ୍ତି ବାପା, ମାଆ ଓ 25 ବର୍ଷର ପୁଅ । ଘର ଭିତରୁ ସେମାନଙ୍କପ ମୃତଦେହ ମିଳିଛି । ବିନିକା ଅଞ୍ଚଳ ସିଲାଟି ଗାଁରେ ଘଟିଛି ଏହି ଲୋକଟାଙ୍କୁରା ହତ୍ୟାକାଣ୍ଡ ।

ପାରିପାର୍ଶ୍ୱିତ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ସେମାନଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ଦେହରେ ଏକାଧିକ ସ୍ଥାନରେ କ୍ଷତ ଚିହ୍୍ନ ରହିଛି । ଅନୁମାନ କରାଯାଉଛି ଘରେ ପଶି କେହି ଅଜଣା ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Comments are closed.