Latest Odisha News

BREAKING NEWS

Browsing Tag

sonepur

୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲା, ଆଉ ୨ ଗିରଫ

ସୋନପୁର: ୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲାରେ ସୋନପୁର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଏବେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ, ସୋନପୁର ସହରରେ ଗତ ଜୁଲାଇ ୩୦ ତାରିଖରେ ୨୦୦୦…

ପଡ଼ିଶାରୁ ଆସି ଓଡ଼ିଶାରେ ଛୁଆ ଚୋରି, ୪ ଜଣଙ୍କୁ ଧରି ଛେଚିଲେ ଗ୍ରାମବାସୀ

ସୋନପୁର: ସ୍କୁଲ୍ ଛୁଆଙ୍କୁ ବିସ୍କୁଟ୍ ଓ ଚକଲେଟ୍ ଲୋଭ ଦେଖାଇ ଅପହରଣ ଉଦ୍ୟମ ବେଳେ ଧରା ପଡ଼ିଲେ, ଛେଚା ଖାଇଲେ । ଏଭଳି ଘଟଣା ଘଟିଛି ସୋନପୁରର ନେହେରୁ ନଗରରେ । ଆଜି ୨ ଜଣ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଅପହରଣ କରି ନେଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ ୪ ଜଣ । ନେହେରୁ ନଗରରୁ…

ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉ ଥିବା ବେଳେ ୨ ଯୁବକଙ୍କୁ ଧରି ପୋଲିସରେ ଦେଲେ ଗ୍ରାମବାସୀ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରୁ ଆସିଛି ସଙ୍ଗୀନ ଅଭିଯୋଗ । ଲୋକଙ୍କୁ ହିନ୍ଦୁ ଧର୍ମରୁ ଅନ୍ୟ ଧର୍ମକୁ ପରିବର୍ତ୍ତନ ପାଇଁ ୨ ଯୁବକ ପ୍ରବର୍ତ୍ତାଉ ଥିବା ଅଭିଯୋଗ ହୋଇଛି । ଖ୍ରୀଷ୍ଟ ଧର୍ମ ଗ୍ରହଣ ପାଇଁ ପ୍ରବର୍ତ୍ତାଇବା ବେଳେ ଗ୍ରାମବାସୀ ୨ ଯୁବକଙ୍କୁ ଧରିଛନ୍ତି । ୨…

ବାହାଘର ଭୋଜିରୁ ୭ ବର୍ଷର ଝିଅ ଚୋରି ଅଭିଯୋଗରେ ଜଣେ ଅଟକ

ସୋନପୁର: ବାହାଘର ଭୋଜିରେ ଛୁଆ ଚୋରି । ପାଣି ପାଉଚ୍ ଦେବା ବାହାନାରେ ୭ ବର୍ଷର ନାବାଳିକାର ଝଅକୁ ଚୋରି କରି ନେବା ବେଳେ ଧରାପଡ଼ିଛି ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ପଞ୍ଚାୟତ ସାନ ନୂଆପାଲି ଗାଁରେ । ସୂଚନା ଅନୁଯାୟୀ,…

ରୋଷେଇ କରିବା ବେଳେ ଲିକ୍‌ କଲା ଗ୍ୟାସ, ଫାଟିଗଲା ଘର ଛାତ

ସୁବର୍ଣ୍ଣପୁର : ରୋଷେଇ କରିବା ସମୟରେ ଅଗ୍ନିକାଣ୍ଡ । ଗ୍ୟାସ ଲିକ ହୋଇ ଜଳିଗଲା ସବୁକିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାଗଡିଆ ଗାଁରେ ଅଗ୍ନିକାଣ୍ଡ ଘଟିଛି । ସୁଚନା ଅନୁଯାୟୀ, ବାଗଡିଆ ଗାଁର ରଞ୍ଜନ ବିଶିଙ୍କ ଘରେ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ରୋଷେଇ ଘରେ ନିଆଁ ଲାଗି…

ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ଖାଲି ପାଦରେ ଚାଲି ଚାଲି ଆସିଲେ ଭକ୍ତ

ସୁବର୍ଣ୍ଣପୁର: ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅତୁଟ ବନ୍ଧନ । ଭକ୍ତର ଭାବ ଡୋରିରେ ବନ୍ଧା ମହାପ୍ରଭୁ । ସେହି ଭାବ ଡୋରିକୁ କେହି କାଟି ପାରିବେନି । ସେ ପବନ ହେଉ କି ଝାଞ୍ଜି ଖରା । ଲକ୍ଷେ ପ୍ରତିବନ୍ଧକ ସାଜିଲେ ବି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅଟାକାଇ ପାରିବନି । ଏ ତ ଭକ୍ତ ଆଉ ଭଗବାନଙ୍କ…

ଲାଞ୍ଚ ନେଇ ଧରା ପଡ଼ିଲେ ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି

ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ତରଭା ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି ଶିବ ପ୍ରସାଦ ଗୁରୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ବରିଷ୍ଠ କିରାଣି ଶିବଙ୍କ ସହ ଅନ୍ୟ ଜଣେ ହେମକାନ୍ତ ବିଶିଙ୍କୁ ଭିଜାଲନ୍ସ ଲାଞ୍ଚ ଟଙ୍କା ସହ ଧରିବାରେ ସଫଳ ହୋଇଛି । ଜମି ପଞ୍ଜିକରଣ ଲାଗି ୬ଟି…

ହାତ ଧରା ଧରି ହୋଇ ଚାଲିଗଲେ ବାପପୁଅ, ଏକାଠି ଜଳିଲା ଜୁଇ

ସୋନପୁର: ଦଇବ କାହା ଭାଗ୍ୟରେ କଣ ଲେଖିଛି ? ଜାଣିବା ମୁସ୍କିଲ୍ । ଏଇ ଯେମିତି ବାପାଙ୍କୁ ମେଡିକାଲ୍ ନେବା ବେଳେ ପ୍ରଥମେ ପୁଅ ଆଖି ବୁଜିବା ପରେ ପୁଅର ମୃତ୍ୟୁ ଖବର ଶୁଣି ବାପାର ପ୍ରାଣବାୟୁ ଉଡ଼ି ଯାଇଛି । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିରେ । ଶନିବାର ସନ୍ଧ୍ୟାରେ…

ଦନ୍ତା ମୃତ୍ୟୁ ଘଟଣାରେ ବାପପୁଅଙ୍କୁ ବାନ୍ଧିଲା ବନ ବିଭାଗ

ସୁବର୍ଣ୍ଣପୁର: ବିନିକା ବ୍ଲକ ମହଦା ଗାଁ ନିକଟ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ବାପପୁଅଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ବୀରେନ୍ଦ୍ର ଶର୍ମା ଓ ଆଲାଉଦ୍ଦିନ ଶର୍ମା । ଉଭୟ ବାପପୁଅ ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିବା ବେଳେ ଦନ୍ତା ସେଥିରେ ପଡ଼ି ଯାଇଥିଲା ।…

ପୁଅ ବୋହୂ ଝଗଡ଼ାରେ ବଳି ପଡ଼ିଲେ ବାପା, ପୁଅ ଗୁଳିମାଡ଼ରେ ବାପା ଗୁରୁତର

ସୁବର୍ଣ୍ଣପୁର : ପିଶାଚ ସାଜିଲା ଜନ୍ମକଲା ପୁଅ । ବାପାଙ୍କ ଉପରକୁ କଲା ଗୁଳି ମାଡ଼ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରି ଗାଁ ରେ ଏପରି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଆହତ ବ୍ୟକ୍ତି ହେଲେ ଗଙ୍ଗାଜଳ ମେହେର (୫୬) । ଗଙ୍ଗାଜଳ ମେହେରଙ୍କ ପୁଅ ହେଉଛନ୍ତି…