Latest Odisha News

BREAKING NEWS

ଓଡ଼ିଶା ବ୍ଲଗର ଲବ ହାଂସଦା ବିବାହିତ, ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ…

ଭୁବନେଶ୍ୱର: ପ୍ରେମିକାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଲୋକପ୍ରିୟ ଟ୍ରାଭେଲ୍ ବ୍ଲଗର ଲବ ହାଂସଦା ଆଉ ଏକ ନୂତନ ବିବାଦରେ ଫସିଛନ୍ତି। ଏପରିକି ସେ ବିବାହିତ ଏବଂ ତାଙ୍କର ଏକ ଝିଅ ରହିଛି ବୋଲି ଅଭିଯୋଗ ହୋଇଛି।

ତାଙ୍କ ପ୍ରେମିକାଙ୍କ ମୃତ୍ୟୁକୁ ନେଇ ଅଭିଯୋଗ ପରେ ବେଙ୍ଗାଲୁରୁ ପୋଲିସ ହାଂସଦାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ଝିଅର ମୃତ୍ୟୁ ପାଇଁ ହାଂସଦା ଦାୟୀ ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଏପରିକି ତାଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଯୋଗୁଁ ତାଙ୍କ ଝିଅ ମାନସିକ ଯନ୍ତ୍ରଣାରେ ରହୁଥିଲେ ବୋଲି ଦାବି କରିଛନ୍ତି।

 

Comments are closed.