Latest Odisha News

BREAKING NEWS

ଟିଆରପି ସ୍କାମ୍: ରିପବ୍ଲିକ୍ ମିଡିଆ ନେଟୱାର୍କର ସିଇଓ ଗିରଫ

ମୁମ୍ବାଇ: ଟିଆରପି ସ୍କାମ୍ ମାମଲାରେ ରିପବ୍ଲିକ୍ ମିଡିଆ ନେଟୱାର୍କର ସିଇଓ ବିକାଶ ଖାନଚାନ୍ଦାନୀଙ୍କୁ ରବିବାର ଦିନ ମୁମ୍ବାଇ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ ଏହି ମିଡିଆ ନେଟୱର୍କ ବିରୋଧରେ ଟିଆରପି ସ୍କାମ ମାମଲା ରୁଜୁ ହେବା ପରେ ଅନେକ ପୋଲିସ ରାଡାରକୁ ଆସୁଥିବା ନଜରକୁ ଆସୁଛି।

ତେବେ ମୁମ୍ବାଇର ଯୁଗ୍ମ ପୋଲିସ କମିଶନର (କ୍ରାଇମ) ମିଲିନ୍ଦ ଭରାମବେ କହିଛନ୍ତି ଯେ ରବିବାର ଦିନ ଖାନଚାନ୍ଦାନୀଙ୍କୁ କୋର୍ଟରେ ହାଜର କରାଯିବ।

 

Comments are closed.