Latest Odisha News

BREAKING NEWS

ଭବ୍ୟ ରୋଡ ଶୋରେ ଯୋଗ ଦେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ରୁ୨୫ ଫେବୃୟାରୀ ଭାରତ ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେ ଏକ ଭବ୍ୟ ରୋଡ ଶୋରେ ଯୋଗ ଦେବେ । ଏହା ପରେ ଟ୍ରମ୍ପ ନବନିର୍ମିତ କ୍ରିକେଟ ଷ୍ଟାଡିୟମର ଉଦଘାଟନ କରିବେ ।

ଟ୍ରମ୍ପଙ୍କ ସ୍ୱାଗତାର୍ଥେ ୧୦ କିମି ରାସ୍ତାକୁ କଳାତ୍ମକ ଢ଼ଙ୍ଗରେ ସଜାଯିବ । ଶେଷରେ ସାବରମତି ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ମୋଟେରା ଷ୍ଟାଡିୟମରେ ଏକ ବିରାଟ ସଭାର ଆୟୋଜନ ମଧ୍ୟ କରାଯାଇଛି ।

Leave A Reply

Your email address will not be published.