Latest Odisha News

BREAKING NEWS

‘ବ୍ୟାଚେଲର୍‌ ଡାଡ୍‌’; ନିଜ ଡେବ୍ୟୁ ବୁକ୍‌ ଲଞ୍ଚ୍‌ କଲେ ତୁଷାର କପୁର

ମୁମ୍ବାଇ: ତୁଷାର କପୁର ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେ ସେ ‘ବ୍ୟାଚେଲର ଡାଡ୍‌’ ନାମକ ପ୍ରଥମ ପୁସ୍ତକ ଲେଖିଛନ୍ତି। ତୁଷାର ସିଙ୍ଗଲ୍‌ ଫାଦର୍‌ ହେବାର ଯାତ୍ରାକୁ ନୂତନ ପୁସ୍ତକରେ ସେୟାର୍‌ କରିଛନ୍ତି।

ଜୁନ୍ ୧ରେ ତୁଷାର କପୁରଙ୍କ ପୁଅ ଲକ୍ଷ୍ୟ କପୁରଙ୍କୁ  ୫ ବର୍ଷ ପୂରିଛି। ବହିର କଭର୍‌ରେ ତାଙ୍କ ପୁଅଙ୍କୁ ଦେଖିବାକୁ ମିଳିଛି।

ପୁସ୍ତକ ଘୋଷଣା କରି ତୁଷାର ଲେଖିଛନ୍ତି, “ମୁଁ ଏକ ବୁକ୍ ଲେଖିଛି! ପିତା ହେବା ମୋ ଜୀବନର ସବୁଠାରୁ ପ୍ରିୟ ମୂହୁର୍ତ୍ତ ଅଟେ ଏବଂ ମୋର ପ୍ରଥମ ପୁସ୍ତକ ବ୍ୟାଚେଲର ଡାଡ୍‌,।

Comments are closed.