Latest Odisha News

BREAKING NEWS

ଟେଲି ଅଭିନେତା ପ୍ରାଚୀନ ଚୌହାନ ଗିରଫ

ମୁମ୍ବାଇ: ଗିରଫ ହେଲେ ଟେଲିଭିଜନ ଅଭିନେତା ପ୍ରାଚୀନ ଚୌହାନ। ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମୁମ୍ବାଇ ପୋଲିସା ତାଙ୍କୁ ଆଜି ଗିରଫ କରିଥିବା ଜଣାପଡ଼ିଛି। ମହିଳାଙ୍କ ଅଭିଯୋଗ ପରେ ପ୍ରାଚୀନଙ୍କୁ ଗିରଫ କରାଯାଇଛି।

ପୋଲିସ ଅଧିକାରୀ କହିଛନ୍ତି ଯେ ଧାରା  ୩୫୪ ଆଧାରରେ ପ୍ରାଚୀନଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ।

ପୋଲିସ ଏହି ମାମଲାର ତଦନ୍ତ କରୁଥିବା ଜଣାପଡ଼ିଛି।

Comments are closed.