Latest Odisha News

BREAKING NEWS

ରଜ ବେଳେ ଦୁଇ ଦିନ ବନ୍ଦ ରହିବ ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର : ରଜ ପାଇଁ ଦୁଇ ଦିନ ମାଟ୍ରିକ ଖାତା ମୂଲ୍ୟାୟନ ବନ୍ଦ ରହିବ । ଆସନ୍ତାକାଲି ଅର୍ଥାତ ୧୪ ଓ ୧୫ ତାରିଖରେ ଖାତା ଦେଖା ହେବ ନାହିଁ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments are closed.