ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଶୁକ୍ରବାର ଦିନ ଦୁଇଟି ନୂତନ କୋଭିଡ-୧୯ ପଜିଟିଭ ମାମଲା ଚିହ୍ନଟ କରାଯାଇଛି।
ଏହାକୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।
ସୂଚନାନୁଯାୟୀ, ଉଭୟ ନିକଟ ଅତୀତରେ ମୁମ୍ବାଇରୁ ଫେରିବା ପରେ ଜୁନ୍ ୫ ତାରିଖରୁ ବ୍ରଜରାଜନଗର ସ୍ଥିତ ଏମସିଏଲର କଲ୍ୟାଣ ମଣ୍ଡପରେ ସ୍ଥାପିତ ଏକ କ୍ବାରେନଣ୍ଟାଇନ ସେଣ୍ଟରରେ ରହିଥିଲେ।
Comments are closed.