Latest Odisha News

BREAKING NEWS

ଝାରସୁଗୁଡ଼ାରେ ୨ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଶୁକ୍ରବାର ଦିନ ଦୁଇଟି ନୂତନ କୋଭିଡ-୧୯ ପଜିଟିଭ ମାମଲା ଚିହ୍ନଟ କରାଯାଇଛି।

ଏହାକୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।

ସୂଚନାନୁଯାୟୀ, ଉଭୟ ନିକଟ ଅତୀତରେ ମୁମ୍ବାଇରୁ ଫେରିବା ପରେ ଜୁନ୍ ୫ ତାରିଖରୁ ବ୍ରଜରାଜନଗର ସ୍ଥିତ ଏମସିଏଲର କଲ୍ୟାଣ ମଣ୍ଡପରେ ସ୍ଥାପିତ ଏକ କ୍ବାରେନଣ୍ଟାଇନ ସେଣ୍ଟରରେ ରହିଥିଲେ।

Leave A Reply

Your email address will not be published.