Latest Odisha News

ଆଇପିଏଲରେ ବିକ୍ରି ହୋଇପାରିଲେନି ଓଡିଶାର ଦୁଇ କ୍ରିକେଟର

ଚେନ୍ନାଇ: ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମିନି ନିଲାମୀ ଶେଷ ହୋଇଛି । କିନ୍ତୁ ଓଡିଶାର ଦୁଇ ଖେଳାଳିଙ୍କୁ କେହି କିଣି ନାହାନ୍ତି । ଏହି ଦୁଇଖେଳାଳି ହେଲେ ଅଲ ରାଉଣ୍ଡର ଗୋବିନ୍ଦ ପୋଦାର ଓ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତି ।

ଆଇପିଏଲ୍ ନିଲାମୀ ତାଲିକାରେ ଏହି ଦୁଇ ଖେଳାଳି ତାଲିକାରେ ସ୍ଥାନ ପାଇଥିଲେ । ତେଣୁ କ୍ରୀଡାପ୍ରେମୀଙ୍କ ଆଶା ଥିଲା କୌଣସି ଦଳ ଏମାନଙ୍କୁ କିଣି ନେବ । କିନ୍ତୁ ଏମାନଙ୍କୁ ଲିଲାମ ନ ଡକା ନ ହେବା ସମସ୍ତଙ୍କୁ ନିରାଶ କରିଛି ।

Leave A Reply

Your email address will not be published.