Latest Odisha News

BREAKING NEWS

୨ ପୋଲିସକର୍ମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ

ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁରରେ ଚାଂଚଲ୍ୟକର ଘଟଣା । ଜଣେ ଯୁବତୀ ୨ଜଣ ପୋଲିସକର୍ମୀଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି କି, ତାଙ୍କୁ ଦୁଇ ଜଣ ପୋଲିସକର୍ମୀ ଅପହରଣ କରିନେଇ ବହୁତ ସମୟ ବାନ୍ଧି କି ରଖିଥିଲେ । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି ।

ସୂଚନାଯୋଗ୍ୟ, ଯୁବତୀ ଜଣକ ପିଲାମାନଙ୍କୁ ପାଠ ପଢ଼ାନ୍ତି । ଏବଂ ସେହି ଦିନ ସେ ଘରକୁ ଫେରିବାବେଳ ରାସ୍ତାରେ ଦୁଇ ଜଣ ପୋଲିସ ତାଙ୍କୁ ଅଟକାଇ ବାଇକରେ ବସାଇଥିଲେ । ପୁଣି ରେଲୱେ ଷ୍ଟେସନ ପାଖରେ ଥିବା ଏକ ହୋଟେଲକୁ ନେଇ ଦୁଷ୍କର୍ମ କରିବା ସହ ମାରପିଟ୍ ମଧ୍ୟ କରଥିଲେ ।

Leave A Reply

Your email address will not be published.