Latest Odisha News

BREAKING NEWS

ଦାମିକିଆ ଷ୍ଟାର୍ଟଅପ ଆପ୍‌ରେ ବାଜି ମାରିଲା ଟିକ୍‌ଟକ୍, ୧୨୪୮ କୋଟି ଆୟ

ନୂଆଦିଲ୍ଲୀ: ଦାମିକିଆ ଷ୍ଟାର୍ଟଅପ ଆପ୍‌ରେ ବାଜି ମାରିଛି ଟିକ୍‌ଟକ୍ । ନନ ଗେମିଂ ଆପରେ ଏହା ଏକ ନମ୍ବର ସ୍ଥାନ ହାସଲ କରିଛି । ଏହାକୁ ଯୁବ ପିଢ଼ୀ ବେଶ୍ ପସନ୍ଦ କରୁଛନ୍ତି । ୧୦.୪ କୋଟି ଏହାକୁ ଡାଉନଲୋଡ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ହ୍ୱାଟସଆପ୍ ରହିଛି ।

ବର୍ଷକ ମଧ୍ୟରେ ଏହାର ଡାଉନଲୋଡ ସଂଖ୍ୟା ୯ କୋଟି ରହିଛି । ବର୍ଷକ ମଧ୍ୟରେ ଟିକଟକ୍ ୧୨୪୮ କୋଟି ଟଙ୍କା ଆୟ କରିଛି । ମେସେଞ୍ଜର, ଫେସବୁକ୍ ଓ ଇନଷ୍ଟ୍ରାଙ୍ଗାମ ତୃତୀୟରୁ ୫ମ ସ୍ଥାନ ମଧ୍ୟରେ ରହିଛନ୍ତି ।

Leave A Reply

Your email address will not be published.