ଭୁବନେଶ୍ୱର: କଳାହାଣ୍ଡି-କନ୍ଧମାଳ ସୀମା ଅନ୍ତର୍ଗତ ସିକ୍ରି ଗ୍ରାମ ନିକଟ ଜଙ୍ଗଲରେ ବୁଧବାର ଦିନ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୫ ମାଓବାଦୀ ନିହତ ହୋଇଛନ୍ତି ।
ସହିଦ ଯବାନଙ୍କ ମଧ୍ୟରେ ରହିଛନ୍ତି- ମାଲକାନଗିରି ଜିଲ୍ଲାର ସନଭାଡୁଆ ଗ୍ରାମର ସୁଧିର କୁମାର ଟୁଡୁ ଏବଂ ଅନୁଗୁଳ ଜିଲ୍ଲା ରାଜକିଶୋର ଥାନା ଅନ୍ତର୍ଗତ ଅଙ୍ଗପଡାର ଦେବାଶିଷ ସେଠୀ ।
Comments are closed.