Latest Odisha News

BREAKING NEWS

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ: ସେମିଫାଇନାଲରେ ଭାରତ-ପାକିସ୍ତାନ

ଡର୍ବାନ୍‌:୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମୁକାବିଲା ହେବ ।ଏହି ମ୍ୟାଚ ଫେବୃୟାରୀ ୪ରେ ଖେଳାଯିବ । ପାକିସ୍ତାନ କ୍ୱାର୍ଟର ଫାଇନାଲରେ ଆଫଗାନିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଥିଲା । ପାକିସ୍ତାନ ଏଥିସହ ୯ମ ଥର ପାଇଁ ସେମିଫାଇନାଲ ପ୍ରବେଶ କରିଛି ।

ଏଥିରେ ଭାରତ ୪ ଓ ପାକିସ୍ତାନ ୫ ମ୍ୟାଚରେ ବିଜୟୀ ହୋଇଥିଲା । ଅନ୍ତିମ ୩ଟି ମୁକାବିଲାରେ ସର୍ବାଧିକ ୪ ଥରର ଚାମ୍ପିୟନ ଭାରତ ବିଜୟୀ ହୋଇଥିଲା । ପାକିସ୍ତାନ ୨ ଥର ବିଜୟୀ ହୋଇଛି । ଟିମ୍ ଇଣ୍ଡିଆ ୨ଥର ରନର୍ସଅପ ହୋଇଛି ।

Leave A Reply

Your email address will not be published.