ନୂଆଦିଲ୍ଲୀ: ଡିସେମ୍ବର ୧୪ ଯାଏଁ ମାଗଣାରେ କରିପାରିବେ ଆଧାର ଅପଡେଟ୍। UIDAI ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ପୂର୍ବରୁ ଏହି ଡେଡଲାଇନ ସେପ୍ଟେମ୍ବର ୧୪ ରହିଥିଲା।
କେବଳ myAadhaar ପୋର୍ଟାଲରେ ଏହି ମାଗଣା ସେବା ଉପଲବ୍ଧ। ଆଗାମୀ ଡିସେମ୍ବର ୧୪ ପର୍ଯ୍ୟନ୍ତ ଆପଣ ମାଗଣାରେ ନିଜ ଆଧାର ଅପଡେଟ୍ ତଥା ଡକ୍ୟୁମେଣ୍ଟ ଅପଲୋଡ୍ କରିପାରିବେ। ଏହା ଦ୍ବାରା ଲକ୍ଷ ଲକ୍ଷ ଆଧାର ଧାରକ ଲାଭବାନ ହୋଇପାରିବେ।
ଅପଲୋଡ୍ କରିବାକୁ ଥିବା ଡକ୍ୟୁମେଣ୍ଟଗୁଡିକ ମଧ୍ୟରେ ରାସନ କାର୍ଡ, ଭୋଟର ଆଇଡି, ଡୋମିକାଇଲ୍ ସାର୍ଟିଫିକେଟ୍, ପାସପୋର୍ଟ, ପାସବୁକ୍ ଅନ୍ତର୍ଭୁକ୍ତ। ଏହି ଡକ୍ୟୁମେଣ୍ଟଗୁଡିକ MyAadhaar ପୋର୍ଟାଲରେ ଅପଲୋଡ୍ ହୋଇପାରିବ। ଏଠାରେ ଆଧାର ନମ୍ବର ଏବଂ ମୋବାଇଲ୍ ନମ୍ବରରେ ପ୍ରାପ୍ତ ୱାନଟାଇମ୍ ପାସୱାର୍ଡ ବ୍ୟବହାର କରି ଲଗ୍ ଇନ୍ କରିପାରିବେ।
BREAKING NEWS
- Odisha Assembly Adjourned on March 16: ଆସନ୍ତା ୧୬ରେ ଚାଲିବନି ବିଧାନସଭା, ରାଜ୍ୟସଭା ପାଇଁ ପଡ଼ିବ ଭୋଟ
- Iran Allows Indian Tanker Pass Hormuz: ବନ୍ଧୁତ୍ୱ ନିଭେଇଛି ଇରାନ, ଭାରତ ଉପରୁ ଟଳିବ ସଂକଟ
- US Places 10 Million Dollar Bounty on Iran Leaders: ଇରାନୀ ନେତାଙ୍କ ଉପରେ ୧୦ ନିୟୁତ ଡଲାର ପୁରସ୍କାର ରଖିଲା ଆମେରିକା, ଅଛି ମୋଜତାବା ଖାମେନେଇଙ୍କ ନାଁ
- Oust CEC Over ‘discriminatory conduct’: ୧୯୩ ସାଂସଦଙ୍କ ସାଇନ୍…ପଦରୁ ହଟିବେ କି ଜ୍ଞାନେଶ କୁମାର? CECଙ୍କୁ ହଟାଇବା ପାଇଁ କ’ଣ ରହିଛି ପ୍ରକ୍ରିୟା?
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
Comments are closed.