ପାଟଣାଗଡ: ନଦୀ ପଠାରୁ ମିଳିଲା ମହିଳାଙ୍କ ମୃତ ଦେହ । କେହି କାରି ପୋତି ଦେଇଥିବା ସନ୍ଦେହ । ଏଭଳି କିଛି ଚାଞ୍ଚଲ୍ୟ ଘଟିଛି ବଲାଙ୍ଗୀରରେ । ବାଲାଙ୍ଗୀର ପାଟଣାଗଡା ବ୍ଲକ, ବେଲପଡା ଥାନା କେନକେବା ବ୍ରିଜ୍ ନିକଟ ଥିବା ଲହାନ୍ତା ନଦୀ ପଠାରୁ ଏକ ଅଜଣା ମହିଳାଙ୍କ ମୃତ ଦେହ ଠାବ କରାଯାଇଛି । କିନ୍ତୁ ସେ ମହିଳା ଜଣଙ୍କ କିଏ ଓ କେଉଁଠିକାର ତାହା ଜଣାପଡିନାହିଁ । ତେବେ ମହିଳାଙ୍କୁ ମାରି ପୋତିଦିଆଯାଇଥିବା ସନ୍ଦେହ କରାଯାଉଛି । ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ଲେଖିବା ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିଲା । ତେବେ ଏହାକୁ ନେଇ ଛାନଭିନ୍ ଆରମ୍ଭ କରିଛି ବେଲପଡା ପୋଲିସ
BREAKING NEWS
- ସାହରପଡ଼ା ଫାଣ୍ଡି ଅଧିକାରୀ ସସ୍ପେଣ୍ଡ
- ଟିମ ଇଣ୍ଡିଆର କ୍ଲିନ ସୁଇପ ଆଶା ଧୂଳିସାତ କଲେ ହୋପ
- Former CBI Director M. Nageshwar Rao:ରାଜନୀତିରେ ଏଣ୍ଟ୍ରି ମାରିଲେ ଓଡ଼ିଶା କ୍ୟାଡରର ଏହି ଆଇପିଏସ୍ ଅଧିକାରୀ;ସନାତନ ସମ୍ପର୍କରେ ଦେଲେ ବଡ ବୟାନ
- ଐତିହାସିକ ଫୁଟବଲ୍ ମ୍ୟାଚ୍ରେ ଭାରତକୁ ୪-୦ରେ ହରାଇଲା ବ୍ରାଜିଲ; ଏଷ୍ଟେଭାଓ, ପେଡ୍ରୋ ଓ ସାମୁଏଲ୍ ଲିନୋଙ୍କ ଗୋଲ୍
- Krushi Unnata Sahayogi: ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ:୩୧୪ ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ର ସହଯୋଗୀ
- ଭାରତୀୟ ଦଳର ଏକଦିବସୀୟରେ ନୂଆ ଛକା ରେକର୍ଡ
- CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
- ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର
- ଏମ.ଏସ. ଧୋନିଙ୍କ ରେକର୍ଡ ସହ ସମକକ୍ଷ ହେଲେ ରାହୁଲ

Comments are closed.