Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଅସୁସ୍ଥ, ଡାକ୍ତରଖାନାରେ ଭର୍ତି

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା ରବିବାର ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ବେଙ୍ଗାଲୁର ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରାରମ୍ଭିକ ଚିକିତ୍ସାରେ ସେ ବିପଦମୁକ୍ତ ଥିବା ଜଣାପଡିଛନ୍ତି । କାରରେ ବସିଥିବା ବେଳେ ସେ ହଠାତ୍ ସିଟରୁ ଖସି ପଡିଥିଲେ । ଲୋ ବ୍ଲଡ ପ୍ରେସର ଏବଂ ବ୍ଲଡ ସୁଗାରର ଅନିୟମିତତା ଯୋଗୁ ସେ ଅସୁସ୍ଥ ହୋଇ ପଡିଥିଲେ ।

ସୂଚନାଯୋଗ୍ୟ, କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ମଧ୍ୟ ହୋଇଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ ରାଜ୍ୟ ସଭାପତି ନଳିନୀ କୁମାର କାତିଲଙ୍କ ସହ ଏକ ବୈଠକରେ ଯୋଗ ଦେବା ପରେ ଫେରୁଥିଲେ ।

Leave A Reply

Your email address will not be published.