ଟୋକିଓ: ଠେକୁଆରେ ଭର୍ତି ଜାପାନର ଓକୁନୋଶିମା ଦ୍ୱୀପ ଏବେ ପର୍ଯ୍ୟଟକଙ୍କୁ ବେଶ ପସନ୍ଦ ଆସୁଛି । ତେବେ ଆସନ୍ତୁ ଜାଣିବା ଏହି ନିର୍ଜନ ଦ୍ୱୀପକୁ ଏତେ ମାତ୍ରାରେ ଠେକୁଆ କିପରି ଆସିଲେ । ଏକ ମିଡିଆ ରିପୋର୍ଟ ଅନୁସାରେ ୧୯୨୯ରୁ ୧୯୪୫ ମଧ୍ୟରେ ଜାପାନ ସାରା ଦୁନିଆକୁ ଲୁଚାଇ ଏକ ବିଷାକ୍ତ ଗ୍ୟାସ ପ୍ରସ୍ତୁତ କରିଥିଲା । ୬ ହଜାର ଟନର ଏହି ଗ୍ୟାସର ପ୍ରଭାବକୁ ପରୀକ୍ଷା କରିବା ପାଇଁ ଓକୁନୋଶିମା ଦ୍ୱୀପରେ ଠେକୁଆଙ୍କୁ ଛଡା ଯାଇଥିଲା । ଏହା ପରେ ଏହି ଗ୍ୟାସର ପ୍ରଭାବ କଣ ରହିଲା ସେ ସମ୍ପର୍କରେ ଆଉ କୌଣସି ଡାଟା ମିଳି ନ ଥିଲା ।
ସେବେଠାରୁ ଏହି ଦ୍ୱୀପରେ କିନ୍ତୁ ଦ୍ରୁତ ବେଗରେ ଠେକୁଆଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା । ଏବେ ଅବଶ୍ୟ ଏହା ପର୍ଯ୍ୟଟକଙ୍କ ପାଇଁ ଏକ ମନୋରଂଜନର ସ୍ଥାନ ପାଲଟିଛି । ହୋଟେଲ, ରେଷ୍ଟରାଂଟଠାରୁ ଆରମ୍ଭ ରାସ୍ତା ଘାଟ ସବୁ କିଛି ଏଠାରେ ନିର୍ମାଣ ହୋଇସାରିଲାଣି । ପରିବେଶ ଏବଂ ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟିବାରେ ଲାଗିଛି । ଏଠାରେ ଏକ ସଂଗ୍ରହାଳୟରେ ବିଷାକ୍ତ ଗ୍ୟାସର ପ୍ରଭାବ ସମ୍ପର୍କରେ ଏକ ବିଭିନ୍ନ ଚିତ୍ର/ଫଟୋ ସ୍ଥାନ ପାଇଛି ।
BREAKING NEWS
- Oust CEC Over ‘discriminatory conduct’: ୧୯୩ ସାଂସଦଙ୍କ ସାଇନ୍…ପଦରୁ ହଟିବେ କି ଜ୍ଞାନେଶ କୁମାର? CECଙ୍କୁ ହଟାଇବା ପାଇଁ କ’ଣ ରହିଛି ପ୍ରକ୍ରିୟା?
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
Comments are closed.