Latest Odisha News

କାଲି ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି

ଭୁବନେଶ୍ବର : ଆସନ୍ତାକାଲି ପଞ୍ଚାୟତିରାଜ ଦିବସ । ଏଥିପାଇଁ କାଲି ବନ୍ଦ ରହିବ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ । ଉଚ୍ଚଶିକ୍ଷା ବିଭାଗ ଅଧିନ ସମସ୍ତ ଡିଗ୍ରୀ କଲେଜ ମଧ୍ୟ ଛୁଟି ରହିବ । ଆସନ୍ତାକାଲି ଛୁଟି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏନେଇ ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ।

Leave A Reply

Your email address will not be published.