ଭୁବନେଶ୍ୱର: ଚଳିତ ଓଡିଶା ମହିଳା ଲିଗ୍ ଫୁଟବଲରେ ଗୁରୁବାର ମୁକାବିଲାରେ ସାଇ-ଏସଟିସି ୨-୧ ଗୋଲରେ ଓଡିଶା ପୋଲିସକୁ ପରାସ୍ତ କରିଛି । ଏହି ମ୍ୟାଚ କ୍ୟାପିଟାଲ ଗ୍ରାଉଣ୍ଡରେ ଖେଳା ଯାଇଥିଲା । ବିଜୟୀ ଦଳ ପକ୍ଷରୁ ୩୬ତମ ମିନିଟରେ ଦୀପା ନାୟକ ଓ ଗୁଡିୟା କୁମାରୀ ୯୦ତମ ମିନିଟରେ ଗୋଲ ସ୍କୋର କରିଥିଲେ । ଓଡିଶା ପୋଲିସ ପକ୍ଷରୁ ୮୨ତମ ମିନିଟରେ ଜ୍ୟୋତ୍ସ୍ନା ମଲ୍ଲିକ ଏକମାତ୍ର ଗୋଲଟି ଦେଇଥିଲେ । ଦୀପା ନାୟକ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ଚିତ୍ରମ୍ବଦା ପାତ୍ର, ଦୁର୍ଗାମାଧବ ଆଚାର୍ଯ୍ୟ, ସୁଲତାନ ପରୱିନ, ବିଚିତ୍ରା ପ୍ରଧାନ, ଦୁର୍ଗା ମାଧବ ନାଏକ ଓ ସୁଦୀପ୍ତା ଦାସ ମ୍ୟାଚ ପରିଚାଳନା କରିଥିଲେ ।
ଶନିବାର(୬-୩-୨୧): ପ୍ରଥମ ମ୍ୟାଚ-ଓଜିପି ବନାମ ସାଇ-ଏସଟିସି(କଳିଙ୍ଗ ଷ୍ଟାଡିୟମ) । ଦ୍ୱିତୀୟ ମ୍ୟାଚ ରେଲୱେ -ରାଇଜିଂ ଷ୍ଟୁଡେଂଟ କ୍ଲବ (କ୍ୟାପିଟାଲ ଗ୍ରାଉଣ୍ଡ) ।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Comments are closed.