Latest Odisha News

BREAKING NEWS

ଏବେ ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟିକେଟ ଉପଲବ୍ଧ ହେବ: ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର: ଏବର୍ଷ ଓଡ଼ିଶା ଦିବସରୁ ଓଡ଼ିଆ ଭାଷାରେ ମୁଦ୍ରଣ ହୋଇଥିବା ଅଣ ସଂରକ୍ଷିତ ଟିକେଟ ମିଳିପାରିବ ବୋଲି ଇଷ୍ଟକୋଷ୍ଟ ରେଲୱେ କର୍ତ୍ତୃପକ୍ଷ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ।

ଓଡ଼ିଶା ମଧ୍ୟରେ ଥିବା ଇଷ୍ଟକୋଷ୍ଟ ରେଲୱେ, ଦକ୍ଷିଣପୂର୍ବ ରେଳପଥ ଏବଂ ଦକ୍ଷିଣ-ପୂର୍ବ-ମଧ୍ୟ ରେଲୱେ ଅଧିନରେ ଥିବା ୩୧୭ଟି ଷ୍ଟେସନରେ ଓଡ଼ିଆ ଲିପିରେ ମୁଦ୍ରଣ ହୋଇଥିବା ଟିକଟ ଉପଲବ୍ଧ ହେବା ନେଇ ପ୍ରିନିସିପାଲ ଚିଫ୍ କମର୍ସିଆଲ୍ ମ୍ୟନେଜର ଅଜୟ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.