Latest Odisha News

ଘୋଷଣା ହେଲା ୟୁପିଏସସିର ପରିବର୍ଦ୍ଧିତ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ପରୀକ୍ଷା, ୨୦୨୦ ର ପରିବର୍ଦ୍ଧିତ ତାରିଖ ଘୋଷଣା ହୋଇଯାଇଛି ।

ନୋଟିଫିକେସନ ଅନୁଯାୟୀ ସଭିଲ ସର୍ଭିସ (ପ୍ରିଲିମିନାରୀ) ଓ ଇଣ୍ଡିଆନ ଫରେଷ୍ଟ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା ଆସନ୍ତା ଅକ୍ଟୋବର ୪ ତାରିଖରେ ହେବାକୁ ଥିବା ବେଳେ, ୟୁପିଏସସି ମେନ୍ସ ପରୀକ୍ଷା ୮ ଜାନୁୟାରୀ ୨୦୨୧ ରେ ହେବାକୁଥିବା ସୂଚନା ମିଳିଛି।

Leave A Reply

Your email address will not be published.